Screenshot 2025 05 17 130158 750

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ର ବନ୍ଦ କରିବାକୁ ଦାବି କରାଯାଇଛି। ଇସ୍କନ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି। ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟ। ଓଡ଼ିଆଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ। ବାରମ୍ବାର ବିବାଦ ସତ୍ତ୍ବେ ବିଦେଶରେ […]

Read More Text.
Ygd2isx8pvmz9wbsiq4a

ଝାରସୁଗୁଡା ଜିଲ୍ଲାରେ ଦୁଇ ନାବାଳକଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ :  ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ୫୫ ଦିନ ମଧ୍ୟରେ ଅଭିଯୁକ୍ତ ବିରୋଧରେ ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା । ସେହି ଅନୁଯାୟୀ […]

Read More Text.
Death 1

ଟ୍ରେନରେ ଅସୁସ୍ଥ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଗତ ବୁଧବାର ରାତିରେ ରାଉରକେଲା ଷ୍ଟେସନରେ ଗୀତାଞ୍ଜଳି ଏକ୍ସପ୍ରେସରୁ ଜଣେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛୁଟି ସାରି ସେ ଛତିଶଗଡ଼ର ସୋନପୁର ସ୍ଥିତ ତାଙ୍କ ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଆସାମର ବାରପେଟାର ସଞ୍ଜୟ ଦାସ (୩୯) ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଚକ୍ରଧରପୁର ଷ୍ଟେସନରୁ ଟ୍ରେନ୍ ଛାଡିବା ପରେ ବିଏସଏଫର ୧୩୩ ବାଟାଲିୟନରେ କାର୍ଯ୍ୟରତ ସଞ୍ଜୟଙ୍କୁ ଏକ ଶୌଚାଳୟ ନିକଟରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। […]

Read More Text.
Lp

୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନିଭୂତ ହୋଇ ଉତ୍ତରକୁ ଗତି କରିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ଉତ୍ତର ଭାରତରେ କାଳବୈଶାଖୀ, ପଶ୍ଚିମରେ ଗ୍ରୀଷ୍ମ ତାତି । ଉତ୍ତର ଭାରତରେ କାଳବୈଶାଖୀର ପ୍ରକୋପ ରହିବା […]

Read More Text.
Photo1 for the news of krusifarm

ଅବହେଳିତ ବିହନ ବିଶୋଧନାଗାର, କୃଷି ଓଭରସିୟରଙ୍କ ବଦଳିରେ ସୀମିତ ପ୍ରଶାସନିକ ଆନ୍ତରିକତା!

ଆଗରପଡ଼ା :ଗତ ଏପ୍ରିଲ ମାସ ୬ ତାରିଖରେ ପ୍ରତିଷ୍ଠାକୁ ୬୯ବର୍ଷ ପୂରିବା ପରେ ବି ବିହନ ବିଶୋଧନାଗାର ପରିଚୟ ଖୋଜିବାରେ ଲାଗିଛି ଖବର ବିଭିନ୍ନ ଗରମାଧ୍ୟମରେ ପ୍ରକାଶ ପାଇଥିଲା । ବିହନ ବିଶୋଧନାଗାର ତାର ପରିଚୟ ଖୋଜୁଥବା ବେଳେ ବିଭାଗ କର୍ମଚାରୀଙ୍କ ନିଯୁକ୍ତି ସଂଖ୍ୟାରେ ପରିବର୍ତ୍ତନ କରିବା ପରିବର୍ତ୍ତେ ଦେବା ଏହାର ଦାଇତ୍ୱରେ ଥିବା ଏକମାତ୍ର କୃଷି ଓଭରସିୟରଙ୍କ ଅନ୍ୟତ୍ର ବଦଳି କରି ଆଉ ଜଣେ(ନୂତନ) କୃଷି ଓଭରସିୟରଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି । ତେଣୁ […]

Read More Text.
Th

ବିଦେଶୀ ମଦ ଦୋକାନରୁ ଚୋରୀ

ଆଗରପଡ଼ା :ସ୍ଥାନୀୟ ବିଦେଶୀ ମଦ ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାପଡ଼ିଛି । ଏହି ସଂପର୍କରେ ଥାନା କେସ୍ ନଂ ୭୮/୨୫ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶ୍ରୀକାନ୍ତ ପତି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଏହି ମଦ ଦୋକାନ ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଓ ଥାନାର ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଥିଲେ ସୁଦ୍ଧା ଦୁର୍ବୃତ୍ତମାନେ […]

Read More Text.
Img 20250516 wa0199

ବାରିପଦାରେ ଚଳିତ ବର୍ଷ ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ପୃକ୍ତ ବିଭାଗ ତତ୍ତ୍ଵlବଧାନ ରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯିବା ଉପରେ ଗୁରୁତ୍ୱl ରୋପ ରଥଯାତ୍ରା ସମୟରେ ବଦଦାଣ୍ଡ ରେ ଆମିଷ ବିକ୍ରି ବନ୍ଦ ସମ୍ପୂର୍ଣ୍ଣ ବଦଦାଣ୍ଡ ସି ସି ଟିଭି ନିୟନ୍ତ୍ରଣରେ ରହିବ ବାରିପଦା: ଚଳିତ ବର୍ଷ ବାରିପଦା ରଥ ଯାତ୍ରା କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ତ୍ୱlବଧାନ ରେ ବାରିପଦା ଦେବତ୍ତର ବିଭାଗ ପକ୍ଷରୁ ଜିଲ୍ଲାପରିଷଦ  ସମ୍ମିଳନୀ କକ୍ଷରେ ରଥ ଯାତ୍ରା ସମନ୍ୱୟ କମିଟି ର ଏକ […]

Read More Text.
Img 20250516 wa0172

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

ବାରିପଦା: ଏକ ଅଜଣା ବୟସ୍କା ଅସହୟା ବୃଦ୍ଧା ଢୋ ଢୋ ଖରାରେ ଦିନ  ଦ୍ୱିପ୍ରହରରେ ରାସ୍ତାରେ ଚାଲୁ ଚାଲୁ ଥକି ପଡୁଥିଲେ ,ବସି ପଡୁଥିଲେ ଏବଂ ପଡ଼ି ଯାଉଥିଲେ ।ଭୋକ ଓ ଶୋଷରେ  ଆଉଟୁ ପାଉଟୁ ହେଉଥିଲେ । ମଝିରେ ମଝିରେ ହଂସା ବୁଡି ଯାଉଥିଲା ।ତାକୁ ଦେଖି ରାସ୍ତାରେ  ବାଇକରେ ଯାଉଥିବା ପୁରୁଣାଘାଟୀ ଗ୍ରାମର  ଯୁବ ସମାଜସେବୀ ଶୁଭମ୍ ଦାସ,ବଜାରର ଶଶାଙ୍କ  କୁମାର,ପିଣ୍ଟୁ ମହାନ୍ତ, ବାପୁନ୍ ମହାନ୍ତ ହଠାତ୍ ଅଟକି ଛିଡ଼ା ହୋଇ ବୃଦ୍ଧାଙ୍କ  ପାଖକୁ  […]

Read More Text.
Img 20250516 wa0181

ଖୁଲମଖୁଲା ବେଆଇନ ଗଛକଟା; ଅସାଧୁ ବନ କର୍ମଚାରୀ, ଜନପ୍ରତିନିଧି ଏବଂ ମାଫିଆଙ୍କ ମିଲି ଭଗତରେ ଚାଲିଛି ଜଙ୍ଗଲ ସାଫ୍

ବାରିପଦା: ଗ୍ଳୋବାଲ ଓ୍ଵାର୍ମିଂ ଯୋଗୁଁ ସରକାର ବୃକ୍ଷ ରୋପଣ ଓ ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ମନ୍ତ୍ରୀ ଅଛନ୍ତି ।ସଭା ସମିତି ସବୁଠି ବୃକ୍ଷ ରୋପଣ ,ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଉପରେ ଗଠନମୂଳକ ବକ୍ତବ୍ୟ ରଖିଥାନ୍ତି । କିନ୍ତୁ ମନ୍ତ୍ରୀ ଙ୍କ ନିଜ ଜିଲାରେ ଅସାଧୁ ବନ କର୍ମଚାରୀ, ଅସାଧୁ […]

Read More Text.
Lab

ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା, ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା

ଲଭରଙ୍କୁ ଲବ ହାଁସଦାଙ୍କ ଧୋକା ଅଭିଯୋଗ । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଲବଙ୍କ ପତ୍ତା ମିଳୁନି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଜୀବନ ହାରିଥିଲେ । ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଲବଙ୍କ […]

Read More Text.