ଚଳିତ ବର୍ଷ ପ୍ରସିଦ୍ଧ ଚୈତ୍ର ପର୍ବ ପାରମ୍ପରିକ ଛଉ ନୃତ୍ୟ ନୂତନ ରୂପରେ ଆୟୋଜିତ ହେବ
ବାରିପଦା: ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସିଦ୍ଧ ଚୈତ୍ର ପର୍ବକୁ ଏକ ଅଭିନଵ ଢଙ୍ଗରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି। ଏହି ପ୍ରସିଦ୍ଧ ପାରମ୍ପରିକ ଉତ୍ସବର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଦର୍ଶକ ମାନଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବା ତଥା ଜାତୀୟ ସ୍ତରରେ ଏହାକୁ ଜନଆଦୃତ କରିବା ପାଇଁ ଉକ୍ତ ଉତ୍ସବରେ କିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଡ଼ାଯାଇଛି। ଏବର୍ଷ ଚୈତ୍ର ପର୍ବ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଏପ୍ରିଲ ୧୧ ତାରିଖରୁ ଆରମ୍ଭ […]
Read More Text.