ଅପମିଶ୍ରିତ ଓ ବିଷାକ୍ତ ମାଦକ ତଥା ନିଶା ଦ୍ରବ୍ୟ ସେବନ ଓ ଚୋରା ମଦ କାରବାର ବିରୋଧରେ ସଚେତନତା ରଥର ଶୁଭାରମ୍ଭ
ବାରିପଦା : ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ୱାବଧାନରେ ମଇ ୩୧. ୦୫. ୨୦୨୫, ବିଶ୍ୱ ତମାଖୁ ବର୍ଜନ ଦିବସ ଠାରୁ ନିଶା ସେବନ ଓ ବେଆଇନ ମଦ କାରବାର ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ସଚେତନତା ଅଭିଯାନ (ଜୁନ -୨୬ ପର୍ଯ୍ୟନ୍ତ) ଚାଲିବ l ରାଜ୍ୟବ୍ୟାପି କରାଯାଉଥିବା ଏହି ଅଭିଯାନର ଶୀର୍ଷକ ରହିଛି ଆମ ସଂକଳ୍ପ – ‘ନିଶା ନୁହେଁ, ଜୀବନ ‘ l ଗାଁରୁ ସହର ସମ୍ପୂର୍ଣ୍ଣ ଓଡିଶାକୁ ଘାତକ […]
Read More Text.