ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ
ବାରିପଦା- ଓଡ଼ିଶାର ସର୍ବ ବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତ ସାରା ଭାରତରେ ଭାରତ ସରକାରଙ୍କ ଦ୍ୱାରା ଆତ୍ମନିର୍ଭର ହାଟ ହିସାବରେ ଦିତୀୟ ସ୍ଥାନ ଭାବେ ଚୟନ ହୋଇଥିଲା ।ଏହାର ଆର୍ଥିକ ବାର୍ଷିକ ଆୟ ୯୨ ଲକ୍ଷ ୩୬ ହଜାର୭୧୮ ଟଙ୍କା ।ଏହି ଅର୍ଥରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ କରି ଏକ ଶ୍ରେଷ୍ଠ ,ସ୍ବଛ, ଆତ୍ମନିର୍ଭର ପଞ୍ଚାୟତ କରି ପାରିଛି । ଏଥିରେ ସମସ୍ତ ଶ୍ରେୟ ସରପଞ୍ଚ ସବିତା […]
Read More Text.