କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ
ବାରିପଦା : ବହୁତ ହେଲାଣି ଶୋଷଣ ଅତ୍ୟାଚାର … ଗଢିତୋଳ ଏବେ ପ୍ରତିବାର ଜୁଆର’’ ନାରା ଦେଇ ୧୦ ଅଗଷ୍ଟ ୨୦୨୬ ସର୍ବ ଭାରତୀୟ ପ୍ରତିଦାନ ଆନ୍ଦୋଳନର ଅଂଶ ହିସାବରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାରିପଦାଠାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସାଧୀନ କର୍ମଚାରୀ ଫେଡେରେସନ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଅଛି । ଜନତାର ଅଧୁକାର ଉପର ଆକ୍ରମ […]
Read More Text.