ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ମାତ୍ରାଧିକ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ବାରିପଦା : ତିରିଂ ପଞ୍ଚାୟତସମିତି ଅଧିନରେ ଥିବା ଗ୍ରାମପଞ୍ଚାୟତସ୍ତରରେ ଗ୍ରାମସଭା ହୋଇ ପ୍ରକଳ୍ପଗୁଡିକ ପଞ୍ଚାୟତ ସମିତିରେ ପାରିତ ହୋଇଥିଲା । ସରକାରଙ୍କ ଗାଇଡ ଲାଇନ ଏବଂ ଚିଠି ଅନୁସାରେ ପଞ୍ଚାୟତ ସମିତି ୬୦ % ଏବଂ ବିଧାୟକ ୪୦% ହିସାବରେ ପ୍ରକଳ୍ପ ଗୁଡ଼ିକ ଭାଗବଣ୍ଟା ହେବା କଥା । କିନ୍ତୁ ବିଧାୟକ ପଞ୍ଚାୟତ ସମିତିକୁ କିଛି ନ ଜଣାଇ ସମସ୍ତ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରିଛନ୍ତି । ଏହାର ପ୍ରତିବାଦ ସ୍ବରୂପ ତିରିଂ ପଞ୍ଚାୟତ ସମିତିର […]
Read More Text.