ଯୁଵ ସାମାଜିକ କର୍ମୀ ସୁଶାନ୍ତ ମହାନ୍ତି( ବାବୁଲି)ଙ୍କ ହୃଦଘାତ ମୃତ୍ୟୁରେ ବିଶୋଇରେ ଶୋକରେ ଛାୟା ; ଗଭୀର ଶ୍ରଦ୍ଧାଞ୍ଜଳୀ
ବାରିପଦା : ମୟୂରଭଂଜ ଜିଲ୍ଲାର ବିଶୋଇ ଅଂଚଳର ଜଣେ ଜଣାଶୁଣା ସାମାଜିକ କର୍ମୀ ଶୁଶାନ୍ତ ମହାନ୍ତି(୪୨) ଙ୍କ ବୁଧବାର ରାତିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ବୁଧବାର ଦିନ ସେ ରାଇରଙ୍ଗପୁର ଆସି ବିଧାୟକ ଜଲେନ ନାୟକଙ୍କୁ ସାକ୍ଷାତ କରି ବିଶୋଇ ସନ୍ଧ୍ଯାରେ ଫେରି ଯାଇଥିଲେ । ପରେ ରାତି ୮ ଟାରେ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ବିଶୋଇ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେ ଜଣେ […]
Read More Text.