ସିବିଏସଇ ପରୀକ୍ଷାରେ କାବ୍ୟରଂଜନ ରାଜ୍ୟ ଟପ୍ପର
ଆଗରପଡ଼ା :ଚଳିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କାବ୍ୟରଂଜନ ମାଝୀ ରାଜ୍ୟ ଟପ୍ପର ହୋଇଛନ୍ତି । ବନ୍ତ ବ୍ଳକ ଅନ୍ତର୍ଗତ ପଳାସଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ତଥା ଅଡ଼ାଳପଙ୍କ ବେଲଗଡ଼ିଆ ଗ୍ରାମର ରବିନ୍ଦ୍ର ମାଝୀ ଓ ଶୁଭଶ୍ରୀଙ୍କ ପୁଅ କାବ୍ୟରଂଜନ ୪୯୭ ନମ୍ବର ଅର୍ଥାତ ୯୯.୪ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଭବିଷ୍ୟତରେ ଆଇଏଏସ ହେବାର ଅଭିଳାଷ ରଖିଛନ୍ତି ।ତାଙ୍କ ବାପା ନିଳୋକ ହାଇସ୍କୁଲ କର୍ମଚାରୀ ଓ ମାଆ ସୁଗୃହିଣୀ ଅଟନ୍ତି […]
Read More Text.