ଦଳ ଭର୍ତ୍ତି କପାଳୀ ନଦୀରେ କୃତ୍ରିମ ବନ୍ୟା ଆଶଙ୍କା
ଆଗରପଡ଼ା:କପାଳୀ ଏକ ନଦୀର ମାନ୍ୟତା ପାଇ ନଥିଲେ ମଧ୍ୟ ଅଷ୍ଟବାଙ୍କ ସଦୃଶ ପ୍ରବାହିତ ଏହି ନଦୀରେ କଳମ ଜାତୀୟ ଦଳ ଭର୍ଭି ହୋଇଛି । ଫଳରେ ଉପର ମୁଣ୍ଡରେ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ସହ ଚାଷ ଜମି ଜଳମଗ୍ନ ହେଉଛି । ଏହାର ସଂସ୍କାର ପାଇଁ ଦୀର୍ଘଦିନହେବ ଦାବି ହେଉଥିଲେ ହେଁ ତାହା ଅଦ୍ୟାବଧି ଅଧାପନ୍ତରିଆ ଭାବେ ପଡ଼ିରହିଛି । କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ ବନ୍ତଳା ଗ୍ରାମରୁ ଏହି ନଦୀ […]
Read More Text.