ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ, ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ହେଲେ ଉଦ୍ଧାର
ଭୁବନେଶ୍ବର: ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ । ଭୁବନେଶ୍ବର ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରି ପିଲାଙ୍କ ନିକଟରେ ପହଞ୍ଚିଥିଲା ପୋଲିସ । ସୂଚନା ଅନୁସାରେ ଗତ ୧ ତାରିଖରେ ମାଛ କିଣିବାକୁ ଯାଇ ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ଏତଲା ପରେ ୩୦ଟି ସିସିଟିଭି ଯାଞ୍ଚ କରି ମଞ୍ଚେଶ୍ବର ଥାନା ଭୋଟପଡ଼ା […]
Read More Text.