ଅସୁରକ୍ଷିତ ଅବସ୍ଥାରେ ଏମପିସି ଜୁନିଅର କଲେଜ
ନିଜ ଖର୍ଚ୍ଚରେ କଲେଜ ପରିସରକୁ ମରାମତି କରିବାକୁ ଅନୁମତି ମାଗିଲା ଭଞ୍ଜସେନା ବାରିପଦା : ସ୍ଥିତି ମୟୂରଭଞ୍ଜ ମହାରାଜାଙ୍କ ଐତିହାସିକ ରାଜପ୍ରାସାଦରେ ଏବେ ଏମପିସି ଜୁନିଅର କଲେଜ ଚାଲିଛି। ପୂର୍ବରୁ ଏହି ରାଜପ୍ରସାଦରେ ଯୁକ୍ତ ଦୁଇ, ଯୁକ୍ତ ତିନି ବିଭାଗର କଳା, ବାଣିଜ୍ୟ, ବିଜ୍ଞାନ ର କଲେଜ ଚାଲିଥିଲା l ମାତ୍ର ଏବେ କଲେଜ ପରିସର ଛାତ୍ର ଛତ୍ରୀ ମାନଙ୍କ ପାଇଁ ଅସୁରକ୍ଷିତ ପାଲଟିଛି l ପାଣି ଝରିବା, ଭଗ୍ନାବଶେଷ, ଗଛଲତା, ଜଳ ଜମିବା ଓ ବିଷାକ୍ତ […]
Read More Text.