ସାନ୍ତାଳୀ ଭାଷା ପାଇଁ ଫାଗୁ ବାସ୍କେଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୫ ସମ୍ମାନ
ବାରିପଦା – ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଭୋଳାଗଡିଆ ଗ୍ରାମର ଯୁବ କବି ଫାଗୁ ବାସ୍କେଙ୍କୁ ସାନ୍ତାଳୀ ଭାଷା ବର୍ଗରେ ତାଙ୍କ ସନ୍ତାଳୀ କବିତା ସଂଗ୍ରହ “ଆଳା ସାଅଁ ଇଞ୍” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୫ ପାଇଁ ଚୟନ କରାଯାଇଛି । ଫାଗୁ ବାସ୍କେ ଶ୍ରୀ ସମରାୟ ବାସ୍କେ ଓ ଶ୍ରୀମତୀ ସାକ୍ରା ବାସ୍କେଙ୍କର ଜ୍ୟେଷ୍ଠ ପୁତ୍ର ଓ ସାତ ଭାଇ-ଭଉଣୀ ମଧ୍ୟରୁ ବଡ଼। ସେ ଏବେ ବାଙ୍ଗ୍ରୀପୋଷୀ ବ୍ଲକର ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ […]
Read More Text.