ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟା କାଣ୍ଡ; ସ୍ତ୍ରୀ ଖୁସବୁଙ୍କୁ ଆଜୀବନ ଓ ସ୍ୱାମୀ ଙ୍କୁ ୫ ବର୍ଷ କାରାଦଣ୍ଡ
ବାରିପଦା : ରାଇରଙ୍ଗପୁରର ବହୁ ଚର୍ଚିତ ଡମ୍ବରୁଧର ମହାନ୍ତି( ଭିକି) ହତ୍ୟାକାଣ୍ଡର ସଂପୃକ୍ତ ହତ୍ୟାକାରୀଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜି ଶନିବାର ଦିନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଗଢ ଗ୍ରାମର ଡମ୍ବରୁଧର ମହାନ୍ତି( ଭିକି) (୩୦)ସହିତ ଜାମସେଦପୁରର ସୋନାରୀ ଅଞ୍ଚଳର ଦମ୍ପତି ଖୁସବୁ ସାଗର(୩୫) ଏବଂ ସ୍ବାମୀ କମଳାକାନ୍ତ ସାଗର(୪୦) ଙ୍କ ସହ ବହୁତ ଦିନରୁ ସମ୍ପର୍କ ରହି ଆସିଥିଲା । ୨୦ ମାର୍ଚ ୨୦୨୩ […]
Read More Text.