ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଘୋଷଯାତ୍ରା ଉପଦେଷ୍ଟା କମିଟି ପକ୍ଷରୁ ସମୂହ ପ୍ରସାଦ ସେବନ ବ୍ୟବସ୍ଥା
ବାରିପଦା: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଘୋଷ ଯାତ୍ରା ଉପଦେଷ୍ଟା କମିଟି ତରଫରୁ ବାରିପଦା ସ୍ଥିତ ସ୍ୱସ୍ତିକ ଗାର୍ଡେନ ଠାରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶହ ଶହ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ ସେବନର ସୁଯୋଗ ପାଇଥିଲେ ଏବଂ ଭକ୍ତ-ଶ୍ରଦ୍ଧାଳୁ ଆବାଳ ବୃଦ୍ଧ ବନିତାଙ୍କ ସମୂହ ପ୍ରସାଦ ସେବନ, ପରିବେଶକୁ କିଛି କ୍ଷଣ ପାଇଁ ଆନନ୍ଦ ବଜାରରେ […]
Read More Text.