ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କେନ୍ଦୁଝରରେ ଅଖଚକ ବନ୍ଦ, ଯାତାୟତରେ ବାଧାପ୍ରାପ୍ତ
କେନ୍ଦୁଝର : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ରାଜ୍ୟବ୍ୟାପି ୭ଦଫା ସମ୍ବଳିତ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦଳନ ହୋଇଛି। ଫଳରେ ଅଖଚକ ବନ୍ଦ ହୋଇ ଯାଇଛି। ଏହା ଦ୍ବାରା ଯାତାୟତ ବ୍ୟାହତ ହୋଇଯାଇଥିବାରୁ ସାଧାରଣଲୋକେ ଯାଆସ କରିନପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ୧୩ ଗୋଟି ବ୍ଲକ ସମେତ ସଦର ବ୍ଲକ ସଂଘ ପକ୍ଷରୁ ୪୯ନମ୍ବର ଜାତୀୟ ରାଜପଥ ଝାଡବେଲଦା ଠାରେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦଳନ ପାଳନ କରିଛନ୍ତି। ରାଜ୍ୟ […]
Read More Text.