ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ପୁନଃର୍ଗଠିତ
ବାରିପଦା: ଆଜି ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ୨୦୨୨ରୁ ଗଠିତ ହେଇଥିବା କମିଟୀର କାର୍ଯ୍ୟକାଳ ସରି ଯାଇଥିବାରୁ ନୂତନ କମିଟି ଗଠନ କରାଯାଇଥିଲା। ଆଜିର ଏହି ବୈଠକରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡିଶାର ବିଭିନ୍ନପ୍ରାନ୍ତରୁ ୪୭ ଗୋଟି ହୋ ସାମାଜିକ ସଂଗଠନ ମାନେ ଯୋଗ ଦେଇଥିଲେ। କମିଟି ବୈଠକ ଆରମ୍ଭରେ ସଭାପତି ଶ୍ରୀ ରାମରାଇ ମୁନ୍ଦୁଇୟା ସ୍ବାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ସାଧାରଣ ସମ୍ପାଦକ […]
Read More Text.