ରାଜଧାନୀରେ ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା
ଭୁବନେଶ୍ବର : ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା । ଚୋରକୁ ଅଟକାଇବାରୁ ଛୁରାମାଡ଼ ସହ ପିଟିପିଟି ଘର ମାଲିକଙ୍କୁ ହତ୍ୟା କଲେ । ଭୁବନେଶ୍ବର ଭରତପୁର ମସଜିଦ ବସ୍ତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ପଶିଥିଲେ । ବାଇକ ଚୋରି କରୁଥିବା ଦେଖି ଘର ମାଲିକ ଘର ମାଲିକ ଚିତ୍କାର କରିଥିଲେ । ଧରା ପଡ଼ିଯିବା ଭୟରେ ସେମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା […]
Read More Text.