ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ
ବାରିପଦା: ସାଧାରଣ ଲୋକଙ୍କ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ର ଅପକାରିତା ବିଷୟରେ ସଚ଼େତନ କରିବାକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ବାରିପଦା ବଡ଼ଦାଣ୍ଡ ରେ ଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ଉଠା ଦୋକାନୀ ମାନଙ୍କୁ ସଚ଼େତନ କରାଯାଇଥିଲା। ଉଠା ଦୋକାନୀ ମାନେ ଅତି ଆଗ୍ରହର ସହିତ ଏହାକୁ ହୃଦୟଙ୍ଗମ କରିବା ସହିତ ପରିବେଶ କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗ୍ରହ ପ୍ରକାଶ […]
Read More Text.