Screenshot 2025 07 27 075535

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି। […]

Read More Text.
Delhi aiims

ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଏମସରେ ୩ୟ ଅସ୍ତ୍ରୋପଚାର !

ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର ।  ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି ।  ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ । ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା […]

Read More Text.
Rain

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ୧୫ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବନ୍ୟା ଛନକା ଭିତରେ ବର୍ଷା ଭୟ। ଆସନ୍ତା ୨ ଦିନ ଅଧା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ କାଲି ପାଣିପାଗ ବିଭାଗର ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ। କାଲି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ […]

Read More Text.
Child resque

ଟିଟିଲାଗଡ଼ରେ ଅର୍ଥାଭାବରୁ ଶିଶୁ ବିକ୍ରି ଅଭିଯୋଗ, ବରଗଡ଼ରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ

ବଲାଙ୍ଗିର: ବିକ୍ରି ହୋଇଥିବା ଶିଶୁ ଉଦ୍ଧାର ହେଲା । ବଲାଙ୍ଗିର ଟିଟିଲାଗଡ଼ରେ ଅର୍ଥାଭାବରୁ ଶିଶୁ ବିକ୍ରି ଅଭିଯୋଗ ହୋଇଥିଲା ।  ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ଦମ୍ପତି ନିଜର ନବଜାତ କନ୍ୟା ସନ୍ତାନକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।  ବରଗଡ଼ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି ।  ଗତ ୧ ତାରିଖ ଦିନ ନୀଳ ରଣାଙ୍କ ପତ୍ନୀ ଶିଶୁ କନ୍ୟାଟିକୁ […]

Read More Text.
Screenshot 2025 07 28 083544

ଗୋରେଖନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଚଢିଗଲା ବସ୍;୨ ମୃତ

ଜଗତସିଂହପୁର:ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ତେବେ ଗୋରେଖନାଥଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ନାଉଗାଁ ବ୍ଲକର ପାଳସାହିଠାରେ ଘଟିଛି ଦୁର୍ଘଟଣା । ୪ ଯୁବକ ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଘଟଣାସ୍ଥଳରେ, ଅନ୍ୟ ଜଣେ ମେଡିକାଲରେ ପ୍ରାଣ ହରେଇଛନ୍ତି । ସୂଚନାମୁତାବକ, ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ବେଳେ ଶ୍ରଦ୍ଧାଳୁ ଉପରେ ଚଢ଼ିଗଲା ବସ୍। ନାଉଗାଁରୁ ଜଗତସିଂହପୁର ଯାଉଥିବା ସାଇକୃଷ୍ନା ବସ […]

Read More Text.
Img 20250727 wa0177

ମୟୂରଭଂଜ ଜିଲ୍ଲାସ୍ତରୀୟ ତ୍ରିଦିଵସୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ରେକର୍ଡ ଚମ୍ପିୟାନ ହେଲେ ମନିଷ ପାଲ

ବାରିପଦା : ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ତ୍ରିଦୀବସୀୟ  ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ।ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ଦୁଇ ଦୀବସୀର ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ, ୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ତିନୋଟି ଖେଳ ବିଭାଗରେ ନିଜର କ୍ରୀଡା ନୈପୁଣ୍ୟ ଦେଖାଇ ଚମ୍ପିୟାନ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।ଆଜି ରବିବାର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁବାସିଷ ନାୟକ,ବିଭୂତି […]

Read More Text.
Img 20250727 wa0180

ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ବାରିପଦା: ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ସାପ୍ତାହିକ ହାଟରେ ଅବାଧ ଗୋମାଂସ ଵିକ୍ରି ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି ।ଆଇନ କୁ ଫୁ କରି ଦେଉଛନ୍ତି ଗୋତସ୍କର ମାନେ ।ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ସାପ୍ତାହିକ ହାଟରେ କିଛି ଗୋତସ୍କର  ଗୋମାଂସ ବିକ୍ରି କରୁଥିବା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।କିଛି ଗୋତସ୍କର ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପକ ସାରିଥିବାବେଳେ  ପୋଲିସ ୪ ଜଣ ଗୋତସ୍କରଙ୍କୁ  ମାଡ଼ି ବସିଥିଲା […]

Read More Text.
Img 20250727 wa0175

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର; ଅଳ୍ପକେ ବର୍ତିଲେ ପରିବାର ସଦସ୍ୟ

ବାରିପଦା : ମୟୂରଭଂଜ ଜିଲ୍ଲାରେ ଦିର୍ଘ ଦେଢ ମାସରୁ ଉର୍ଦ୍ଧ୍ବ ବର୍ଷା ବିତ୍ପାତ ଲାଗି ରହିଛି ।ବହୁ ପୁରୁଣା ଘର କାନ୍ଥ,ଚାଳ,ଖପର  ଭାଙ୍ଗିଗଲାଣି ।ବହୁ ପରିବାର ବେଘର ହୋଇଗଲାଣି । ପୋଲିଥିନ ହିଁ ସାହା ଭରଷା ।ଆଜି ରବିବାର ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ପଙ୍କଜ ରାଉତ ପରିବାର   ଖାଇପିଇ ଗଡୁଥିବାବେଳେ ଅପରାହ୍ନ ୪.୩୦ ଟା ପାଖାପାଖି ସମୟରେ ଘରର କାନ୍ଥ,ଚାଳ,ଆଜବେଷ୍ଟସ ଗଳି ପଡ଼ିଲା ।ପଙ୍କଜ ରାଉତ,ତାର ୭୦ ଵର୍ଷିୟା ବୃଦ୍ଧା […]

Read More Text.
Sfew

ଭିନ୍ନ ଭିନ୍ନ ଘଟଣାରେ ମହିଳା ସମେତ ଦୁଇ ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅନ୍ତର୍ଗତ ବାଢୁଣିଆ ଗ୍ରାମର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ କୁନି ନାଏକ(୫୫) ।ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୧/୨୫ ରୁଜୁ କରି ମୃତୁ୍କର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ସେହିପରି ଆଜି ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡବାଇକଳା ଗ୍ରାମର ଗୁରୁପ୍ରସାଦ ମହାନ୍ତି( ୭୦) ଆଜି ରବିବାର […]

Read More Text.
Img 20250727 wa0172

ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲା ରାମଦୋଳି ଯୁବକ ସଂଘ

ବାରିପଦା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ସହ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । କିନ୍ତୁ ଅନେକ ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନା ବାଟବଣା ହେଉଥିବା ପରି ମନେ ହେଉଛି l ଦୁର୍ଗମ […]

Read More Text.