୬ବର୍ଷ ବିତିଲାଣି ଅସମ୍ପୁର୍ଣ ଭୀମକାନ୍ଧା ଗ୍ରାମ୍ୟ ପୋଲ ନିର୍ମାଣ ସମ୍ପୁର୍ଣ ପାଇଁ ଗ୍ରାମବାସୀଙ୍କ ଦାବୀ
ମୋହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ ଅଣଓସାରିଆ ପୋଲକୁ ଉଚ୍ଚ କରିବା ପାଇଁ ଦାବୀ ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ଶେଷ ମୁଣ୍ଡ ରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ […]
Read More Text.