ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣା ଉଡ଼ାଇଲେ ମାଓବାଦୀ
ରାଉରକେଲା : ରେଳ ଧାରଣା ଉଡ଼ାଇଲେ ମାଓବାଦୀ । ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣାରେ ବିସ୍ଫୋରଣ । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ । ମାଓବାଦୀଙ୍କ ସହିଦ ସପ୍ତାହରେ ଅଘଟଣ ଘଟାଇଛନ୍ତି ମାଓବାଦୀ। ଏଥିରେ ରେଳବାଇର ଜଣେ ଗ୍ୟାଙ୍ଗମ୍ୟାନ୍ ଏତୱା ଓରାମ ଗୁରୁତର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍ପିଏଫ୍ ଓ […]
Read More Text.