Low pressure 640x375 1

୨୫ରେ ଆଉ ଏକ ଲଘୁଚାପ, ୨୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିପରି, ଦ୍ଵିତୀୟ ଲଘୁଚାପ ୨୫ […]

Read More Text.
Assembly

ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ୱର : ଆଜି ବି ବିଧାନସଭା ହୁଲସ୍ତୁଲ । ସାରର ଅଭାବ ଓ କଳାବଜାରୀ ପ୍ରସଙ୍ଗରେ ତାତିଲା ଗୃହ । ବିରୋଧୀ ବିଜେଡି ବିଧାୟକଙ୍କ ପ୍ରବଳ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ ଆଗରେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ ।  ଫଳରେ ଗୃହ ଚାଲିପାରିନଥିଲା ।  ଅଚଳାବସ୍ଥା ଯୋଗୁ ବିଧାନସଭା ଅଧିବେଶନକୁ ଆଜି ଅପରାହଣ ୪ଟା ଯାଏ ବାଚସ୍ପତି ସୁରମା ପାଢ଼ୀ ମୁଲତବି ରଖିଥିଲେ । ଅପରାହ୍ଣ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏହାକୁ […]

Read More Text.
Puri vv

ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ; ଏମାର ମଠ ରୁପା ଇଟା ସ୍ଥାନାନ୍ତର ପ୍ରସ୍ତାବ

ପୁରୀ : ଆଜି ପୁରୀରେ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜାରି ରହିଛି। ରତ୍ନଭଣ୍ଡାର ମରାମତି ସରିଥିବାରୁ ଏମାର ମଠରୁ ବାହାରିଥିବା ରୁପା ଇଟା ଶ୍ରୀମନ୍ଦିର ଆଣିବାକୁ ପ୍ରସ୍ତାବ ହୋଇଛି। ଏମାର ମଠରୁ ବାହାରିଥିବା ୫୪୫ ରୁପା ଇଟା ଜିଲ୍ଲା ଆର୍ମରୀରେ ରହିଛି। ଅନ୍ୟପଟେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ […]

Read More Text.
Bhimabhoi medical

ରାସ୍ତା ମଝିରେ ଅଚଳ ହେଲା ଆମ୍ବୁଲାନ୍ସ, ଛଟପଟ ରୋଗୀ

ପାଟଣାଗଡ: ରାସ୍ତା ମଝିରେ ଅଚଳ ଆମ୍ବୁଲାନ୍ସ। ରୋଗୀ ନେଇ ଯାଉଥିବାବେଳେ ଅଧା ବାଟରେ ଆମ୍ବୁଲାନ୍ସଟି ଅଚଳ ହୋଇପଡିଛି। ବଲାଙ୍ଗୀର ଜିଲ୍ଲା ବେଲପଡା ଅଞ୍ଚଳର ବିଷ୍ଣୁ ବୁଡେକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ହେଲେ ଗୋଟେ କିଲୋମିଟର ଯିବା ପରେ ଭରୁଆମୁଣ୍ଡା ଗାଁ ପାଖରେ ଆମ୍ବୁଲାନ୍ସଟି ଅଟକି ଯାଇଥିଲା। ଆଉ ଷ୍ଟାର୍ଟ ହୋଇନଥିଲା। ଫଳରେ ରୋଗୀ ଜଣକ ଅଧାରାସ୍ତାରେ ଛଟପଟ ହୋଇଥିଲେ। ବାଧ୍ୟ ହୋଇ […]

Read More Text.
Shreemayee mishra bjd otdc

କଂଗ୍ରେସରେ ଯୋଗ ଦେବେ କି ଶ୍ରୀମୟୀ ?

ଭୁବନେଶ୍ବର: ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍‌ କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରୁ ନ ଥିବାବେଳେ କଂଗ୍ରେସ ଦ୍ବାର ସମସ୍ତଙ୍କ ପାଇଁ ଖୋଲାଥିବା ଦଳର ନେତାମାନେ କହିଛନ୍ତି। କିଛିଦିନ ହେଲା ଦଳୀୟ ନେତୃତ୍ବ ବିରୋଧରେ ଶ୍ରୀମୟୀଙ୍କ ଟାର୍ଗେଟ୍‌ ବିଜେଡି ରାଜନୀତିକୁ ହଲଚଲ କରିଛି।  କାହା ନାଁ ଉଲ୍ଲେଖ ନ କରି କେତେବେଳେ ସେ ମହାଭାରତର […]

Read More Text.
Kendrapada

କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ମହାକାଳପଡା: ଉଦ୍ଧାର ହେଲା କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ ।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ପଞ୍ଚାୟତର ବେଣାକଦ୍ଧା ଗାଁରେ ଜଣେ ମହିଳାଙ୍କୁ ଗତକାଲି ଝାମ୍ପି ନେଇଥିଲା କୁମ୍ଭୀର । ଗୋବରୀ ନଦୀ କୂଳରେ ଛେଳି ଚରାଇବା ବେଳେ ଭିଡ଼ି ନେଇଥିଲା କୁମ୍ଭୀର । ତାଙ୍କ ନାଁ ଲକ୍ଷ୍ମୀ ଦଳାଇ । ଜଣେ ୪୦ ବର୍ଷର ମହିଳା । ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନ […]

Read More Text.
Trisulia v

ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ୍

ଭୁବନେଶ୍ୱର : ଟୁଇନ୍‌ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ।  ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ୍ । ବ୍ୟୟବରାଦ ୨୯୭ କୋଟି । ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର । ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ଶେଷ ହେବ ନିର୍ମାଣ କାମ ।  ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ଙ୍କ ପ୍ରଶ୍ନରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର । କଟକ-ଭୁବନେଶ୍ୱରରେ ଦିନକୁ […]

Read More Text.
Lokaseba 7

ନିର୍ମାଣ ହେବ ନୂଆ ଲୋକସେବା ଭବନ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ଵର : ନିର୍ମାଣ ହେବ ନୂଆ ଲୋକସେବା ଭବନ । ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଙ୍ଗ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର ।  ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଲିଖିତ […]

Read More Text.
Train 2

କୋଣାର୍କରୁ ଭୁବନେଶ୍ବରକୁ ଗଡ଼ିବ ଟ୍ରେନ

ଭୁବନେଶ୍ୱର : ଏଥିପାଇଁ ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ ।  ବହୁ ପ୍ରତିକ୍ଷିତ କୋଣାର୍କ – ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଥିଲା ।  ଏନେଇ କେନ୍ଦ୍ରକୁ ଚିଠି ଲେଖି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ପ୍ରଭାତୀ ପରିଡ଼ା  ।  ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ […]

Read More Text.
Vigilance v

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ବନ୍ଧା ହେଲେ କାଶୀପୁର ରେଞ୍ଜର

ରାୟଗଡ଼ା : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍  କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା।  ୨୦୦୭ ମସିହାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ ୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ପ୍ରାଥମିକ ଆକଳନରୁ ୫ଟି କୋଠା, ୯ଟି ମୂଲ୍ୟବାନ […]

Read More Text.