Parties

ସରିଲା ନାମାଙ୍କନ, ଏଥର ଜମିବ ପ୍ରଚାର

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିଠୁ ନୂଆପଡ଼ାରେ ଜମିବ ପ୍ରଚାର। ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୯ ଜଣ ପ୍ରାର୍ଥୀ ହେଲେ ବିଜୁ ଜନତା ଦଳର […]

Read More Text.
Img 20251019 wa0285

ସମାଜ ପାଇଁ ଉଦାହରଣ ସାଜିକାନ୍ତି ରଞ୍ଜନ, ୩୧ ବର୍ଷ ବୟସରେ ୩୨ ଥର ରକ୍ତଦାନ କଲେ 

ବାରିପଦା: ସମାଜ ପାଇଁ ଉଦାହରଣ ସାଜିଛନ୍ତି  ମୋରଡା ବ୍ଲକ ସ୍ଥିତ ଗରୁଡ ବସା ଗ୍ରାମ ଦାନ୍ତିଆ ମୁହାଁ ଗ୍ରାମ ପଂଚାୟତର ନିବାସୀ ତଥା ସ୍ୱାମୀ ବିବେକାନନ୍ଦ ସ୍ୱୟଂ ସେବା ସଂଗଠନର ପ୍ରତିଷ୍ଠାତା ଓ ସଭାପତି  ରଞ୍ଜନ କୁମାର ମହାନ୍ତ l  ତାଙ୍କର ବର୍ତ୍ତମାନ ୩୧ ବର୍ଷ ବୟସରେ ମୋଟ 32 ଥର ରକ୍ତଦାନ କରିଲେଣି l ଆଜି ବାରିପଦା ସ୍ଥିତ ଓଡିଶା ରକ୍ତ ଭଣ୍ଡାରରେ ସ୍ୱଇଚ୍ଛାରେ ୩୨ ତମ ରକ୍ତ ଦାନ କରିଛନ୍ତି । ସେ ୨୦୧୩ […]

Read More Text.
Img 20251019 wa0002

ଛିନ୍ତାଇ ବେଳେ ୩ ଆନ୍ତଃରାଜ୍ଯ ଦୁଵୃର୍ତଙ୍କୁ କାବୁକଲେ ଲୋକେ; ପୋଲିସକୁ ହସ୍ତାନ୍ତର

ବାରିପଦା-  ଏବେ ପାର୍ବଣ ଋତୁ ଚାଲିଛି l ଧନ୍ତତରସ  ଦିବସ  ଏବଂ କାଳୀ ପୂଜାରେଲୋକେ ଗହଣା କିଣାକିଣି କରନ୍ତି ।ଏହାର ସୁଯୋଗକୁ ଉଣ୍ଡି ବସିଛନ୍ତି ଆନ୍ତଃ ରାଜ୍ୟ ଦୁବୃର୍ତ l ଗତକାଲି ରାତ୍ରିରେ ରାଇରଙ୍ଗପୁର ସହରର ବିର୍ସା ମୁଣ୍ଡା ପାର୍କ ନିକଟରେ ଏକ ଦମ୍ପତ୍ତିଙ୍କ ଠାରୁ ପର୍ସ ଛିନତାଇ ଘଟଣାରେ ୩ ଆନ୍ତଂରାଜ୍ଯ ଦୁଵୃର୍ତ୍ତଙ଼କୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର‌ ଟାଉନଥାନା ଅନ୍ତର୍ଗତ ତାମଳଵନ୍ଧ ଗ୍ରାମର ଶେଗର ପାଲ ଏବଂ ତାଙ୍କ […]

Read More Text.
Cm panchayat 1068x601

୪୭୧ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିମୋଟ ବଟନ ଚିପି ଏସବୁ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଦୀପାବଳିର ଅବ୍ୟବହିତ ପୂର୍ବରୁ ଆମ ସରକାର ଗ୍ରାମୀଣ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଆଜି ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତାର ନିଦର୍ଶନ। ଆମେ […]

Read More Text.
Baba 1068x601

ନାବାଳିକାଙ୍କୁ ଅସଦାଚରଣ, ବାବା ଗିରଫ

ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ କରିବା ଅଭିଯୋଗ ହୋଇଛି । ପୋକ୍ସୋ ମାମଲା ରୁଜୁ କରି ବାବାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ। ସୂଚନା ଅନୁଯାୟୀ, ବାବା ଜଣକ ପୂଜା ପାଠ ଜରିଆରେ ଲୋକଙ୍କ ଅସୁବିଧା ଦୂର କରୁଥିବା ଦାବି […]

Read More Text.

ଟ୍ରାକ ଉପରେ ଧସିଲା ପଥର, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ

ଜୟପୁର: ରେଳପଥ ଉପରେ ପଡିଲା ପଥର। ରେଳ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡିଶା ଛତିଶଗଡକୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଅଘଟଣ ଘଟିଛି। ଭୋର୍ ୪ଟା ସମୟରେ ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା। ପଥର ସହ ଧକ୍କା ହୋଇ ମାଲଗାଡି ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଥିଲା। ମାଲଗାଡିର ସମସ୍ତ ବଗି ଓ ଇଞ୍ଜିନ୍‌ କୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯାଉଛି। ଏହି ଟ୍ରାକରେ ଆଜି ଯିବାକୁ ଥିବା ବିଶାଖାପାଟଣା-କିରାଣ୍ଡୁଲ ଟ୍ରେନ୍ ବାତିଲ୍‌ […]

Read More Text.
30majhi

ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ […]

Read More Text.
22 1

ଶାସନ ନୁହେଁ, ସେବା ହିଁ ରାଜ୍ୟ ସରକାରଙ୍କର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ […]

Read More Text.
Oplus 2097152

ମାଓବାଦୀଙ୍କୁ ଧରାଇଲେ ମିଳିବ ପୁରସ୍କାର

କଲ୍ୟାଣସିଂହପୁର: ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୁଲିସ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟର ଫାଟକରେ ଏ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ଗୁଡିକ ହିନ୍ଦୀ, ଓଡ଼ିଆ ଓ ଆଦିବାସୀ ଭାଷାରେ ଉଲ୍ଲେଖ କରାଯାଇଛି। ଯେଉଁ ଲୋକମାନେ ମାଓବାଦୀଙ୍କ ଠିକଣା ବା ଧରାଇବେ ସେହିମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏବଂ […]

Read More Text.
Images

ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ହରଭଙ୍ଗା : ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡମକୁଜ ଗାଁରେ ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ଉଭୟ ଭାଇ-ଭଉଣୀ ଘରେ ଶୋଇଥିବାବେଳେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡିଥିଲା। ଫଳରେ ଘଟଣା ସ୍ଥଳରେ ଉଭଣୀର ମୃତ୍ୟୁ ଘଟିଥିଲା। ମୃତକ ସ୍ଵଗତଃ ହରିହର ପୋଢଙ୍କ ଝିଅ ଦେବକୀ ପୋଢ ବୋଲି ଜଣାପଡିଛି। ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି। ଭାଇ ପ୍ରଥମ ଶ୍ରେଣୀରେ ପଢୁଥିବା […]

Read More Text.