ଧାନ ଫସଲ ନଷ୍ଟ କରୁଛି ଚକଡା ପୋକ: ଚିନ୍ତାରେ ଚାଷୀ
ଉଦଳା: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର ହେଲେ ଚାଷୀଙ୍କ ସୁଖ ବଦଳରେ ଦୁଃଖ ଆଣି ଦେଇଛି । ଚାଷୀ ଏ ବର୍ଷ ଭଲ ଧାନ ଅମଳ ଅପେକ୍ଷାରେ ଥିଲା । ହେଲେ ଚକଡା ପୋକ ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ପ୍ରତିଷେଧକ ଔଷଧ ବ୍ୟବହାର କରୁଥିଲେ ମଧ୍ୟ ଚକଡା ପୋକ କମିବାରେ ନା ଧରୁନି ।ଏକର ଏକର ଜମିରେ ଧାନ ଫସଲକୁ ନଷ୍ଟ କରୁଛି ଚକଡା । ଚକଡା ପୋକର ପ୍ରଭାବରେ […]
Read More Text.