ବିହାର ଔରଙ୍ଗାବାଦରେ ଓଲଟିଲା ଡଙ୍ଗା, ୫ ନିଖୋଜ
ବିହାର : ବିହାର ଔରଙ୍ଗାବାଦରେ ବଡ଼ ଦୁର୍ଘଟଣା । ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ପହଞ୍ଚିଛି । ଘଟଣା ସ୍ଥଳରେ ଜିଲାପାଳ, ଏସପି, ଏସଡିଏମ, ଏସଡିପିଓ ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ […]
Read More Text.