National emblem of india

ବିନା ଅନୁମୋଦନରେ ଭାରତର ରାଜ୍ୟ ପ୍ରତୀକର (State Emblem of India) ବ୍ୟବହାରକୁ ବାରଣ

ବାରିପଦା – ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର ସଂଖ୍ୟା ୧୩୫/୨୦୨୫ ତାରିଖ ୧୬.୦୬.୨୦୨୫ ଅନୁସାରେ ଭାରତର ରାଜ୍ୟ ପ୍ରତୀକର ଉପଯୁକ୍ତ ବ୍ୟବହାରରେ ଉଲ୍ଲଂଘନ ଉପରେ ଚିନ୍ତା ପ୍ରକଟ କରି ସୂଚିତ କରିଛନ୍ତି ଯେ, ଭାରତର ରାଜ୍ୟ ପ୍ରତୀକ ହେଉଛି ଭାରତ ସରକାରଙ୍କ ସରକାରୀ ମୋହର। ଏହି ପ୍ରତୀକ ଲାଇଅନ କ୍ୟାପିଟାଲ ( Lion Capital) ପ୍ରୋଫାଇଲ ଉପରେ ଆଧାରିତ, ଯେଉଁଥିରେ ଆବାକସ୍ ଉପରେ ଚାରିଟି ସିଂହ ଆରୋହଣ କରିଛନ୍ତି(ଗୋଟିଏ ସିଂହ ଅଦୃଶ୍ୟ), ମଝିରେ ଧର୍ମ ଚକ୍ର, […]

Read More Text.
Img 20251016 wa0179

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା-  ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାଏକ, ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ […]

Read More Text.
Img 20251015 wa0141

ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା- ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା […]

Read More Text.
Rwe

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି

ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମୁଣ୍ଡାଠାକୁରା ପଞ୍ଚାୟତର ଚାଡ଼ିରିପାହାଡି ଗ୍ରାମରେ ଆଜି ପୂର୍ବାହ୍ନ  ରେ ଗ୍ରାମ୍ୟ ପୋଖରୀରେ ବୁଡି ସଲିଳ ସମାଧି ହୋଇଅଛି ।ସୂଚନାଯୋଗ୍ୟ ଚାଡିରିପାହାଡି ଗ୍ରାମର ଦଶରଥ ହାଁସଦା ଙ୍କ ୯ ଵର୍ଷୀୟ ପୁଅ ସାକିଲା ହାଁସଦା ଏବଂ ମୁନିରାମ ମୁର୍ମୁ ଙ୍କ ୭ ବର୍ଷୀୟ ପୁଅ ସୁବୋଧ ମୁର୍ମୁ ଗାଁ ଦାଣ୍ଡରେ  ଖେଳୁ ଖେଳୁ  ଗାଁ ମୁଣ୍ଡ ପୋଖରୀ ଆଡ଼କୁ ପଳାଇଥିଲେ ।ସେଠାରେ ପାଣିରେ ଖେଳୁ ଖେଳୁ […]

Read More Text.
Img 20251016 wa0225

ଝିଆରୀ କୁ ଦୁଷ୍କର୍ମ ମାମଲାରେ ପିଉସା କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ  ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ  ବଡ଼ଦୁନ୍ଦୁ ଗ୍ରାମର ଏସ କେ ନାସିରୁଦିନ  (50) କୁ  ଦଫା 6 ଅଫ ପୋକ୍ସ ଆକ୍ଟ   ଅନୁଯାୟୀ କୋଡିଏ ବର୍ଷ  ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ […]

Read More Text.
Drown

ପୋଖରୀରେ ବୁଡ଼ିଗଲେ ୨ ନାବାଳକ

ରାଇରଙ୍ଗପୁର :  ପୋଖରୀରେ ବୁଡ଼ି ୨ ନାବାଳକ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଚାଡରିପାହାଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁବାର ଦିନ  ଦୁଇ ନାବାଳକ ପୁଅ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ଆଠ ବର୍ଷର ଏବଂ ଅନ୍ୟ ଜଣେ ୯ ବର୍ଷର ଅଛନ୍ତି ।  ରିପୋର୍ଟ ଅନୁଯାୟୀ, ଦୁଇ ନାବାଳକ ପୁଅ ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିଲେ। ସେମାନେ ଗାଧୋଇବା ସମୟରେ କୌଣସି ପ୍ରକାରେ ସେମାନଙ୍କ ଗୋଡ […]

Read More Text.
Imd warns of heavy rain in odisha yellow alert for all 30 districts

୨୪ରେ ଆଉ ଏକ ଲଘୁଚାପ !

ଭୁବନେଶ୍ଵର : ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ନେଇ ସୂଚନା ରହିଛି। ସେପଟେ ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ […]

Read More Text.
Whatsapp image 2025 10 16 at 11.53.47 am 1068x684

ଏସଓଏସ୍‍ ଭିଲେଜ ପିଲାଙ୍କ ସହ ଜନ୍ମଦିନ ପାଳନ କରି ଖୁସି ଜାହିର କଲେ ନବୀନ

ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି । ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀରେ ବିଶ୍ୱାସ ରଖୁଥିବା ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ ଏସଓଏସ୍‍ ଭିଲେଜର ପିଲାମାନଙ୍କ ଗହଣରେ କାଟିଥିଲେ । ଆଜି ପୂର୍ବାହ୍ନରେ ଶ୍ରୀ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପିଲାମାନେ ଦ୍ୱାରା ପ୍ରସ୍ତୁତ କେକ୍‍ ଶ୍ରୀ ପଟ୍ଟନାୟକ କାଟିବା ସହ […]

Read More Text.
Death 1

ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ଵାମୀ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ମଦ୍ୟପ ସ୍ଵାମୀ। ମୃତକ ସଞ୍ଜୁ ତନ୍ତୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ଵାମୀ ଅର୍ଜୁନ୍ ସିଂ ସବୁବେଳେ ରାତିରେ ନିଶାଶକ୍ତ ଅବସ୍ଥାରେ ଆସି ନିଜ ସ୍ତ୍ରୀ ସହ ଝଗଡା ଓ ମାରପିଟ୍ କରିଥାଏ। ଗତକାଲି ରାତିରେ ମଧ୍ୟ ଅର୍ଜୁନ୍ ମଦ ପିଇ ଆସି ସ୍ତ୍ରୀ ସହ ଝଗଡା କରିଥିଲେ। […]

Read More Text.
Traffic1

ଟ୍ରାଫିକ ନିୟମ ଉଲଂଘନ କଲେ ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ ।  ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି  । ଅଭ୍ୟାସ ଗତ ଟ୍ରାଫିକ ଉଲଂଘନ କାରୀଙ୍କ ଲିଷ୍ଟ ଦେଲା ପୋଲିସ । ୨୫୮ ଜଣ ଉଲଙ୍ଘନ କାରୀଙ୍କୁ ବ୍ଲାକ ଲିଷ୍ଟ ପାଇଁ STA କୁ ତଥ୍ୟ ଦେଇଛି କମିଶନରେଟ ପୋଲିସ। ଯେଉଁମାନେ ବାରମ୍ବାର ଗାଡିରେ ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ସେମାନଙ୍କ ଲାଇସେନ୍ସ ଓ ଫିଟନେସ ରଦ୍ଧ ପାଇଁ ମଧ୍ୟ […]

Read More Text.