ନକଲି ଘିଅ କାରଖାନାରେ ଚଢଉ
କଟକ : ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଘିଅ ଓ ତିଆରି ସାମଗ୍ରୀ ଜବତ କରାଯାଇଛି । ବିଭିନ୍ନ ନାମୀ, ଦାମୀ କମ୍ପାନୀର ନକଲି ଘିଅ, ଖାଲି ପ୍ୟାକେଟ ଓ ଡବା ଜବତ […]
Read More Text.