ଡ଼ିଆଇଜିଙ୍କ ରାଇରଙ୍ଗପୁର ଗସ୍ତ ଓ ପୋଲିସ ସମୀକ୍ଷା ବୈଠକ
ବାରିପଦା: ପୋଲିସ ଡିଆଇଜି ପିନାକୀ ମିଶ୍ର ମଙ୍ଗଳବାର ଦିନ ରାଇରଙ୍ଗପୁର ଗସ୍ତ କରିବା ସହ ପୋଲିସ ସମୀକ୍ଷା ବୈଠକରେ ଯୋଗଦେଇ ଫେରିଯାଇଛନ୍ତି ।ସୂଚନାଯୋଗ୍ୟ ନିକଟରେ ରାଜ୍ୟ ସରକାର ବୃହତ ମୟୂରଭଂଜ ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିକଟରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ।ତେଣୁ ପୋଲିସ ଜିଲ୍ଲାର ଭିତ୍ତିଭୂମି, ନୂତନ ଜିଲ୍ଲା ଆରକ୍ଷୀ ଙ୍କ କାର୍ଯ୍ୟାଳୟ , ତାଙ୍କ ରହଣୀ ବାସସ୍ଥଳୀ,ଆବଶ୍ୟକୀୟ ଭିତ୍ତିଭୂମି, ପୋଲିସ ବାଟାଲିୟନ, କର୍ମଚାରୀ ଉପରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ […]
Read More Text.