ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତିଙ୍କ ବିୟୋଗରେ ଶୋକସଭା
ବାରିପଦା: ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜୟଚନ୍ଦ୍ର ପତ୍ରୀ (୯୩) ଙ୍କ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଏହି ବ୍ୟାଙ୍କରେ ତା ୧୩/୦୮/୧୯୭୬ ଠାରୁ ୨୩/୦୮/୧୯୮୪ ପର୍ୟ୍ୟନ୍ତ ସଭାପତି ଭାବରେ ନିଜର ଦାୟିତ୍ବ ଅତି ନିଷ୍ଠାର ସହ ନିର୍ବାହ କରିଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ତଥା ବିଶିଷ୍ଟ ସମାଜସେବୀ ଥିଲେ ଏବଂ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ନିମନ୍ତେ ତାଙ୍କର ଅଶେଷ ଅବଦାନ ରହିଅଛି । ତେଣୁ […]
Read More Text.