“ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ “- ସ୍ବାମୀ ସଦାନନ୍ଦ ସଚ୍ଚିଦାନନ୍ଦ
ବାରିପଦା: ସ୍ଥାନୀୟ ମୁର୍ଗାବାଡ଼ି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ପ୍ରତି ରବିବାର ହେଉଥିବା ବାଲ ବିହାର କ୍ଲାସରେ ଆଜି ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ଵାମୀ ସଦାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ , କେବଳ ଏହା ଏକ ଆତ୍ମବିଶ୍ଵାସ ପାହାଚ। ଚାକିରୀ କରିବା ପାଇଁ କେବଳ ପାଠପଢା ନ କରାଯାଉ ଏବଂ ଚାକିରୀ କଲେ ଜୀବନ ସୁଖମୟ ହୋଇଯିବ ବୋଲି ଭାବିବା ଉଚିତ୍ ନୁହେଁ ବୋଲି […]
Read More Text.