Pti02 17 2025 000208b

ଗୃହରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟ୍‌ ମାଧ୍ୟମରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ […]

Read More Text.
Images (1)

କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ବୋମାମାଡ: ତନାଘନା କରୁଛି ଏନଆଇଏ

ଭୁବନେଶ୍ୱର : ଭୁବନେଶ୍ୱରର ଗାଡ଼କଣ ଅଞ୍ଚଳରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ (KV-3) ର ଗେଟ୍ ନମ୍ବର ୩ ସମ୍ମୁଖରେ ଶୁକ୍ରବାର ସକାଳେ ୮ଟାରୁ ଆଖପାଖ ବୋମାମାଡ ହୋଇଛି, ଯାହା ସ୍କୁଲ କ୍ୟାମ୍ପସ ସମେତ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବାଇକରେ ଆସିଥିବା ଅଜଣା ଦୁର୍ବୃତ୍ତମାନେ ଦୁଇଟି କ୍ରୁଡ୍‌ ବୋମା ଫୋପଡ଼ି ଫେରାହୋଇଯାଇଥିଲେ, ଯାହା ଫଳରେ ସ୍କୁଲର ଗେଟ୍ ଓ ପ୍ରାକାରକାଳୀନ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ କେହି ଆହତ ହୋଇନାହାନ୍ତି। ଘଟଣା ପରେ […]

Read More Text.
Zzzz

ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ନକ୍ସଲ ସଂଗଠନ ଶେଷ ନିଶ୍ବାସ ନେଉଥିବା ବେଳେ ଜଂଗଲରେ ରହିଯାଇଥିବା ବାକି ସଦସ୍ୟ ଧୀରେଧୀରେ ନିଜନିଜ ରାଜ୍ୟର ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଆଜି ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ନିଜର ୯ ଜଣ ସାଥୀଙ୍କୁ ନେଇ ଛତିଶଗଡ଼ର ବସ୍ତର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ବସ୍ତର ଆଇଜି ପି.ସନ୍ଦୁରରାଜଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛି। ମାଓ ନେତା ଚେତୁ ନାମରେ […]

Read More Text.
Zzz

ରାଉରକେଲା ବାଏପାସ୍‌ ରାସ୍ତାର ଭାଗ୍ୟ ଫିଟିଲା, ଏନ୍‌ଏଚ୍‌-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ

ରାଉରକେଲା: ଓଡ଼ିଶା ଓ ଝାଡ଼ଖଣ୍ଡର ଖଣିଜ ସମୃଦ୍ଧ ଅଞ୍ଚଳ ମଧ୍ୟରେ ଆର୍ଥିକ ସଂଯୋଗକୁ ବୃଦ୍ଧିକରିବା ଉଦ୍ଦେଶ୍ୟରେ ରାଉରକେଲା-ଜାମସେଦପୁର ମଧ୍ୟରେ ସଡ଼କ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ୩୨୦-ଡି ଓଡ଼ିଶା ସୀମାନ୍ତ ଜରେଇକେଲା ଦେଇ ମନୋହରପୁର ଓ ଜାମସେଦପୁରକୁ ସଂଯୋଗ କରିବ। ପୂର୍ବରୁ ଏହି ରାସ୍ତା ରାଉରକେଲା ହକି ଛକ-ବନ୍ଧମୁଣ୍ଡା-ବିଶ୍ରା ଦେଇ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବାବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିବାଦ କରିଥିଲେ। ତେବେ ପ୍ରାୟ ୩ ବର୍ଷ ବିଳମ୍ବ ହେଉପଛେ, ଶେଷରେ ପ୍ରକଳ୍ପର […]

Read More Text.
Untitled 2025 11 28 10 42 35

ଜଗତସିଂହପୁରସ୍ଥିତ ମା ଚର୍ଚ୍ଚିକା ମନ୍ଦିରରୁ ଲୁଟ୍ ଆଖି ଓ ହାର ଲୁଟିନେଲେ

ଜଗତସିଂହପୁର: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂଜକ ସସସ୍ତ ନୀତି ସାରିବା ପରେ ପହୁଡ଼ ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ପୂଜକ ପହଡ଼ ଖୋଲିବା ପରେ ଚୋରି ହୋଇଥିବା ଦେଖିବାକୁ […]

Read More Text.
1

ସାତକଡ଼ି ହୋତାଙ୍କ ଜନ୍ମ ଜୟନ୍ତୀ: ଅଧ୍ୟାପକ ବିଶ୍ଵରଂଜନଙ୍କୁ ପ୍ରଦାନ କରାଗଲା ‘ସାହିତ୍ୟ ଓ ସାମ୍ବାଦିକତା ସମ୍ମାନ’

ଭୁବନେଶ୍ଵର, ତା. ୨୭/୧୧: ଓଡ଼ିଶାର ବିଶିଷ୍ଟ ସାରସ୍ଵତ ସାଧକ ତଥା ସାମ୍ବାଦିକ ସ୍ୱର୍ଗତ ସାତକଡ଼ି ହୋତାଙ୍କ ଜନ୍ମତିଥି ଅବସରରେ ଅଧ୍ୟାପକ ବିଶ୍ଵରଂଜନଙ୍କୁ ଚଳିତ ବର୍ଷର ‘ସାତକଡ଼ି ହୋତା ସାହିତ୍ୟ ଓ ସାମ୍ବାଦିକତା ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖକ ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି […]

Read More Text.
Img 20251126 wa0214

ଆର୍.କେ. ଜୁନିଅର କଲେଜରେ ସମ୍ବିଧାନ ଦିବସ ପାଳିତ

ବାରିପଦା :  ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ ଆର୍.କେ. ଜୁନିଅର କଲେଜ ପରିସରରେ ୭୬ ତମ ସମ୍ବିଧାନ ଦିବସ ଅବସରରେ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଂକ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି ଯୋଗ ଦେଇ ସମ୍ବିଧାନର ଭିତ୍ତିଭୂମି ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଂକୁ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ। ଅନ୍ୟ ମାନଂକ ମଧ୍ୟରେ ଅଧ୍ୟାପକ ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ […]

Read More Text.
Img 20251126 wa0213

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର  ତ୍ରୀଦିଵସୀୟ  ବାର୍ଷିକ କ୍ରୀଡାଉତ୍ସଵ ଶୁଭ ଉଦ୍ଘାଟନ

ବାରିପଦା :  ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାର  ଯୋଜନା ଅନୁସାରେ ଚଳିତ ବର୍ଷ   ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ  ସ୍ଥାନୀୟ ଭରଣ୍ଡିଆ ଖେଳପଡିଆ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁଭ ଉଦଘାଟିତ  ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ତା ୨୮/୧୧/୨୫ ରିଖ ପଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ  ଜାତୀୟ ସ୍ତରୟ ଫୁଟବଲ ଖେଳାଳୀ ତଥା  ଶିକ୍ଷକ  ଧର୍ମପଦ ମହାନ୍ତ […]

Read More Text.
Img 20251127 wa0242

ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ : ଦର୍ଶକଙ୍କ ମନମୋହିଲା ରାଉରକେଲାର ନାଟକ “ଜନ୍ମମାଟି”

ବାରିପଦା  :  ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ସମ୍ପର୍କ, ରାଉରକେଲାର ନାଟକ “ଜନ୍ମମାଟି” ମଞ୍ଚସ୍ଥ ହୋଇଯାଇଛି । ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ରଚିତ ତଥା ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକରେ ଭାସ୍କର ଚନ୍ଦ୍ର ମହାପାତ୍ର, ବିଜୟ କୁମାର ପାତ୍ର, ଶୁଭେନ୍ଦୁ ପାଢ଼ୀ, ବିବେକାନନ୍ଦ ଦାଶ, ପ୍ରଳୟ ଶତପଥି, ସୁଦେଷ୍ଣIରାଣୀ ରାଉତ, ପୁଷ୍ପଲତା ବିଶୋଇ, ସସ୍ମିତା ବେକ, […]

Read More Text.
Y

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ନୂତନ ଏସ. ଡି. ଆଇ. ପି. ଆର. ଓ. ଙ୍କ କାର୍ଯ୍ୟରେ ଯୋଗଦାନ

ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଶ୍ରୀ ଶିଶିର କୁମାର ମୁଣ୍ଡୁୟା (ଓ. ଆଇ. ଏସ.-୨)  ବାରିପଦା ସଦର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଆଜି ଶ୍ରୀ ମୁଣ୍ଡୁୟା ତା’ଙ୍କ କାର୍ଯ୍ୟରେ ଯୋଗଦାନ କରିବା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ମୟୂରଭଞ୍ଜ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ  ତା’ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ […]

Read More Text.