Screenshot 2025 11 27 121316 1

ଆହୁରି ୭ ଦିନ ରାଜ୍ୟରେ ଅନୁଭୂତ ହେବ ଅସମ୍ଭାଳ ଶୀତ, ବୋହିବ କାଲୁଆ ପବନ

ଭୁବନେଶ୍ୱର: ଖସୁଛି ପାରଦ, ଆଗକୁ ଆହୁରି ବଢ଼ିବ ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । କାଲୁଆ ପବନ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ […]

Read More Text.
Image 2025 12 07t073456.841

ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ୧୬୭୩ ରୋଗୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିଲେ । ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସେବା ମୋଟ ୪ ଦିନ ଭିତରେ ୧୬୭୩ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇଛି । ପ୍ରଥମ ଦିନରେ […]

Read More Text.

ଦାଦା ବଟି ନ ଦେବାରୁ ଇଂଜିନିୟରଙ୍କୁ ଛୁରାମାଡ

ଭୁବନେଶ୍ୱର : ଶିଶୁପାଳଗଡ଼ର ଇଲା ସାହିରେ ଛୁରାମାଡ ।  ଜଣେ ସିଭିଲ ଇଂଜିନିୟରଙ୍କୁ ଛୁରାମାଡ ।  ଘର ସାମ୍ନାରେ ଚାରି ଜଣ ଦୁର୍ବୃତ୍ତ  ଛୁରାମାଡ କରିଛନ୍ତି ।  ଥାନାରେ ଅଭିଯୋଗ କରିବାରୁ ଛୁରାମାଡ ।  ସିଭିଲ ଇଞ୍ଜିନିୟର ବିଜୟ କୁମାର ସାହଙ୍କୁ ଛୁରାମାଡ ।  ବିଜୟ ମୁମ୍ବାଇରେ କାମ କରନ୍ତି ।  ସେ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଘର ସାମ୍ନାରେ ଛୁରାମାଡ କରିଥିଲେ ଦୁର୍ବୃତ୍ତ । ଦାଦାବଟିକୁ କେନ୍ଦ୍ର କରି ଏଭଳି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ ।  […]

Read More Text.
Angul elephant

କୂଅରୁ ହାତୀ ଛୁଆ ଉଦ୍ଧାର

ଅନୁଗୁଳ : ଅନୁଗୁଳରେ ଅପରେସନ ଗଜରାଜ । ଏକ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ବଅଁରପାଳ ବ୍ଲକ ନରେନ୍ଦ୍ରପୁର ଗାଁର ଏକ ପରିତ୍ୟକ୍ତ କୂଅରୁ ୮ବର୍ଷରୁ ହାତୀ ଛୁଆ ଉଦ୍ଧାର ହୋଇଛି । ହାତୀଟି ଗାଁ ଭିତରକୁ ଆସି କୂଅରେ ଫସିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ବନବିଭାଗ କର୍ମଚାରୀ । ପରେ ଜେସିବି ସାହାଯ୍ୟରେ ହାତୀକୁ ଉଦ୍ଧାର କରାଯାଇଛି । ହାତୀ ଗାଁରେ ପଶୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଗ୍ରାମବାସୀ । […]

Read More Text.
Ghatagaon 1013x675 1 750x430

ମା’ ତାରିଣୀ ପୀଠ ସମନ୍ବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମା’ ତାରିଣୀ ପୀଠର ବିକାଶ ପାଇଁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ ତାରିଣୀ ପରିକ୍ରମା ସମନ୍ବିତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । […]

Read More Text.
Screenshot 2025 12 07 150103 e1765099995114

ଏସଆଇ ପରୀକ୍ଷା ଘୋଟାଲା; SSB ଯବାନଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଜଣେ SSB ଯବାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର ମାରାଥନ ଜେରା ପରେ SSB ଯବାନ ଅର୍ଜୁନ ନାୟକ ଏବଂ ମଧ୍ୟସ୍ଥି ନିମାଇଁ ଚରଣ ସାହୁଙ୍କୁ ଗିରଫ କରାଯାଇଛି। ନିମାଇଁ ସାହୁଙ୍କୁ ମୁଖ୍ୟ ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ଯିଏକି […]

Read More Text.
Image 2025 12 07t133313.174

ଭୁବନେଶ୍ୱରରେ ଖୋଲିବ ଆଉ ୨ ନୂଆ ତହସିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ ମାତ୍ରାରେ ହେବାରେ ଲାଗିଥିବାବେଳେ, ଲୋକଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ଖବର ମୁତାବକ, ରାଜଧାନୀର ରସୁଲଗଡ଼ ଓ ଖଣ୍ଡଗିରି […]

Read More Text.
Image 2025 11 30t135841.033

୩୧୪ ଓଏଭିରେ ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଉଚ୍ଛେଦ ହେବ ଲାଇବ୍ରେରିଆନ୍‌ ପଦ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ବଡ଼ ସୂଚନା । ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଲାଇବ୍ରେରିଆନ୍‌ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଶାୟୀମାନେ ବାରମ୍ୱାର […]

Read More Text.
6162ccb1 f36a 47da 899e 955f5c53fcb2

“ନିତ୍ୟ ଗୀତା ପାଠରେ ମିଳେ ଅପୂର୍ବ ଶାନ୍ତି ଓ ଆନନ୍ଦ”: ପାୱାର ହାଉସ କଲୋନୀ ଉଚ୍ଚ ବିଦ୍ୟାଳୟରେ ଗୀତା ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ଭୁବନେଶ୍ୱର : ପବିତ୍ର ଗୀତା ଜୟନ୍ତୀ ଅବସରରେ ରାଜଧାନୀର ଇଉନିଟ-୮ ସ୍ଥିତ ପାୱାର ହାଉସ କଲୋନି ସରକାରୀ ଉଚ୍ଚ ବିଦ୍ୟାଳୟର ପରିସର ଏକ ଆଧ୍ୟାତ୍ମିକ ଚେତନାରେ ଉଦ୍‌ବେଳିତ ହୋଇଉଠିଥିଲା। ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ର ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଶ୍ରୀମଦ୍ଭଗବଦ୍ଗୀତାର ଦିବ୍ୟ ବାଣୀ ଗୁଞ୍ଜରିତ ହୋଇ ସମଗ୍ର ପରିବେଶକୁ ଶାନ୍ତିମୟ କରିଦେଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭବାନୀ କୁମାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପରିଷଦର […]

Read More Text.
Img 20251206 wa0189

ପରଲୋକରେ ବିଶିଷ୍ଟ କବି ଇ.ଶାନ୍ତନୁ ଦାସପଟ୍ଟନାୟକ 

ବାରିପଦା : ୦୬/୧୨/୨୦୨୫ ରିଖ ମୟୁରଭଞ୍ଜ ନିବାସୀ ବରିଷ୍ଠ ଯନ୍ତ୍ରୀ ତଥା ବିଶିଷ୍ଟ କବି ଶାନ୍ତନୁ ଦାସପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ହାଇଦ୍ରାବାଦସ୍ଥିତ ତାଙ୍କର ସୁପୁତ୍ର ସଂବିତ ଦାସପଟ୍ଟନାୟକଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ଅନ୍ତିମ ସମୟରେ ତାଙ୍କ ସହଧର୍ମିଣୀ ବିଶିଷ୍ଟ କବୟତ୍ରୀ, ଚିତ୍ରଶିଳ୍ପୀ ଅଳକା ଦାସପଟ୍ଟନାୟକ, ପୁତ୍ର ସଂବିତ, ପୁତ୍ରବଧୁ ଇଷିତା , ଦୁଇନାତି ଆୟୁଷ୍ମାନ ଓ ସୂର୍ୟାଂଶ, ଜ୍ୟେଷ୍ଠା କନ୍ୟା ସୁନ୍ୟା, ଜ୍ୟେଷ୍ଠ ଜାମାତା ସଂଜିତ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରି […]

Read More Text.