ଝିଅର ଜନ୍ମଦିନରେ ରକ୍ତଦାନ ଶିବିର: ୪୩ ୟୁନିଟ ରକ୍ତ ସଂଗ୍ରହ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆର କେ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରତିଷ୍ଠାତା ୧ନଂ ୱାର୍ଡର କାଉନସିଲର ସୁକେଶିନୀ ସେଠୀ ଓ ସମାଜସେବୀ ଅମର କୁମାର ସେଠି ନିଜ ଝିଅ ଆୟେଷା କେଶୋର ସେଠିର ଜନ୍ମଦିନକୁ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ I ନିଆରା ଢଙ୍ଗରେ ପାଳିତ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବାପା ଅମର ସେଠି ଓ ଭାଇ ଅବିନାଶ କୁମାର ସେଠିଙ୍କ ସମେତ ମୋଟ ୪୩ ଜଣ […]
Read More Text.