Images 7 e1765375156722

ବାରବାଟୀ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର : ବାରବାଟୀ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିପୁଳ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦମଦାର ବିଜୟ ନେଇ ଅଧିନାୟକ ସୂର୍ଯ୍ୟକୁମାର ଓ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କ୍ରୀଡ଼ାମନ୍ତ୍ରୀ, ବିଧାୟକ ପ୍ରମୁଖ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି […]

Read More Text.
Img 20251209 wa0187

ଆସନ୍ତା ୧୩ ଓ ୧୪ରେ ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ  

ବାରିପଦା : ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୩ ଓ ୧୪ ତାରିଖରେ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ବେଲଗଡ଼ିଆ ରାଜପ୍ରାସାଦରେ ମୟୁରଭଞ୍ଜ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ପ୍ରଥମ ଥର […]

Read More Text.
Img 20251209 wa0181

ଜିଲ୍ଲାସ୍ତରୀୟ ୟୁଥ ପାର୍ଲିଆମେଣ୍ଟ ଓ କୁଇଜ ପ୍ରତିଯୋଗିତା 

ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ପି ଆର ଏମ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟେରୀୟମ ପରିସରରେ ୯ମ ରୁ ୧୨ଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଯୁବ ପାର୍ଲିଆମେଣ୍ଟ” ପ୍ରତିଯୋଗିତା ଏବଂ ୬ଷ୍ଠ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଯୁବ ପାର୍ଲିଆମେଣ୍ଟ ପ୍ରତିଯୋଗିତାରେ ସେନ୍ଟ ମେରୀ କନଭେଣ୍ଟ ବିଦ୍ୟାଳୟର ଆର୍ୟାନ ଦାସ ୧ମ, ପି ଏମ ଶ୍ରୀ ଏମ କେ ସି ଉଚ୍ଚ ବିଦ୍ୟାଳୟର ଦିବ୍ୟାଂଶୁ ବାରିକ […]

Read More Text.
Img 20251209 wa0200

ମୟୁରଭଞ୍ଜ ବୁଦ୍ଧିଜୀବୀ ମଣ୍ଡଳୀ ତରଫରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ମୟୁରଭଞ୍ଜର ସବୁଅଞ୍ଚଳକୁ ନେଇ ସାମଗ୍ରୀକ ବିକାଶ ପାଇଁ ଦାବୀ ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ତଥା ବାରିପଦାର ବୁଦ୍ଧିଜୀବୀ ମଣ୍ଡଳୀ ମୟୁରଭଞ୍ଜର ସବୁଅଞ୍ଚଳକୁ ନେଇ ସାମଗ୍ରୀକ ବିକାଶ ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି. ଦାବୀ ମୁତାବକ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଗୋଟି ବିଶ୍ବସ୍ତରୀୟ ଅନୁଷ୍ଠାନ ରାଇରଙ୍ଗପୁର ଠାରେ ଉଦଘାଟନ କରିବାର ସ୍ଥିର କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରୁ ଜଣାଯାଇଛି. ତେବେ ମୟୁରଭଞ୍ଜ 4ଟି […]

Read More Text.
Img 20251209 wa0000

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ସଦର ମହକୁମା  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି|ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲି ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ,ରାଇରଙ୍ଗପୁର ଉପଖଣ୍ଡ […]

Read More Text.
Images (4)

କଣ୍ଟେନରକୁ ପଛରୁ ପିଟିଲା ବାଇକ୍ ; ୨ ମୃତ

ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା  ଅନ୍ତର୍ଗତ ପୌରାଞ୍ଚଳର ପୁରୁଣାଘାଟି ଗ୍ରମାର ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ଏକ  ପରିବହନ କଣ୍ଟେନର( ୟୁପି ୭୮ ଏଚ ଟି ୯୬୦୬) ଗାଡିକୁ ପଛରୁ ପିଲା ଵାଇକ ।ଘଟଣାସ୍ଥଳରେ ବାଇକ ଆରୋହୀ ଏବଂ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ‌ସୂଚନାଯୋଗ୍ଯ ଗତକାଲି ରାତ୍ରୀ ସମୟରେ ପାରିପାଶ୍ବରିକରୁ ଜଣା ପଡ଼ୁଥିବା ଏକ ପରିବା ବିକାଳି ବାଇକ (ଓଡି୧୧ ଯେ ୬୬୭୧ )ରେ ପରିବା ବିକି ଘରକୁ ଫେରୁଥିବା ସମୟରେ […]

Read More Text.
Photo for the news of aganaraphool

ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ

ମନୋରଞ୍ଜନ ମହାନ୍ତିଙ୍କୁ ସହୃଦ୍ ପଦ୍ମ ସମ୍ମାନ ଆଗରପଡ଼ା: ଭୁବନେଶ୍ୱର ସ୍ଥିତ ଓଡିଶା ଭବନରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହାର ପ୍ରତିଷ୍ଠାତା ଶ୍ରୀରାମ ପରିଡ଼ାଙ୍କ ତତ୍ୱାବଧାନରେ ସାରା ରାଜ୍ୟର କୋଣ ଅନୁକୋଣରୁ ବହୁ ଲେଖକ, କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଜୟଶ୍ରୀ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବିପିନି ବିହାରୀ ମହାନ୍ତି, ମୁଖ୍ୟ ବକ୍ତା […]

Read More Text.
Photo for the news of grievance

ଜନଶୁଣାଣି ଶିବିରରେ ୧୨୩ ଅଭିଯୋଗ

ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧିରଞ୍ଜନ ନାୟକ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ସୀତାକାନ୍ତ ରାଉତ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଯୋଗ […]

Read More Text.
Photo for the news of sports

ବନ୍ତ ଆଞ୍ଚଳିକ କଲେଜ ବାର୍ଷିକ କ୍ରୀଡ଼ା ଉତ୍ସବ

ବନ୍ତ/ଆଗରପଡ଼ା: ବନ୍ତ ଆଂଚଳିକ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ତିନି ଦିନ ଧରି ପାଳନ ହୋଇଯାଇଛି । ଉତ୍ସବ କୁ କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ରତିକାନ୍ତ ଜେନା, ଅଧ୍ୟାପିକା ସଞ୍ଜୁକ୍ତା ରାଉତ, କ୍ରିଡ଼ା ଅଧିକାରୀ ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ ଉପସ୍ଥିତ ରହି କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରି କ୍ରିଡ଼ା ଆରମ୍ଭ କରିଥିଲେ । ଦୁଇ କ୍ରିଡ଼ା ଶିକ୍ଷକ ଫକିର ଉଦ୍ଦିନ ସାହାଜୀ ଏବଂ ତାଜୁଦ୍ଦିନ୍ […]

Read More Text.
Photo for the news of shikhya niti

ନୂତନ ଶିକ୍ଷାନୀତି ସଚେତନତା କାର୍ଯ୍ୟକ୍ରମ

ବନ୍ତ/ଆଗରପଡ଼ା: ସରକାରୀ ସିକୃତି ପ୍ରାପ୍ତ ଅନୁଷ୍ଠାନ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚ ଓଡ଼ିଶା ପକ୍ଷରୁ ୨୦୨୦ ରେ ଲାଗୁ ହୋଇଥିବା ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷା ନୀତି ସଚେତନତା କୁ ନେଇ ବୈଠକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଗୁରୁକୁଳ ଆଶ୍ରମ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚ ସମ୍ପାଦିକା ସମାଜସେବୀ ସବିତା ରାନୀ ପାକଳଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠାନର ପ୍ରତିଷ୍ଠାତା ଆମ ଗାଁ ଆମ ବିକାଶ ଯୋଜନାର ପଥପ୍ରଦର୍ଶକ ତଥା ଗ୍ରାମ […]

Read More Text.