Death 750x430 1

ପ୍ରେମିକାଙ୍କୁ ପିଟି ପିଟି ମାରିଦେଲା ପ୍ରେମିକ

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ପିଟି ହତ୍ୟା କରିଛି। ପରେ ପ୍ରେମିକ ଜଣକ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ସୋମବାର ପ୍ରେମିକା ଜଣକ ଟ୍ୟୁସନ୍ ସାରି ଘରକୁ ଫେରୁଥିଲେ। ସେତିକିବେଳେ ପ୍ରେମିକଙ୍କ ସହ ଦେଖା ହୋଇଥିଲା। […]

Read More Text.

୧୭ ତାରିଖରେ ୨୨୯୭୯ ଶିକ୍ଷକ-ଶିକ୍ଷୟିତ୍ରୀ ଦେବେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ବୋର୍ଡର କଣ୍ଟ୍ରୋଲ ରୁମରୁ ପଠାଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି । ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ […]

Read More Text.

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରେଢ଼ାଖୋଲ : ଶିକ୍ଷକ ଦାବିରେ ସ୍କୁଲ ଫାଟକରେ ତାଲା ।   ଶିକ୍ଷକଙ୍କୁ ସ୍କୁଲ ଭିତରେ ରଖି ତାଲା ମାରିଲେ ଅଭିଭାବକ ।  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଳରେ ଥିବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା ।  ସ୍କୁଲରେ ୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ ।  ସ୍କୁଲରୁ ପ୍ରଧାନ ଶିକ୍ଷକଙ୍କ ଅବସର ହେବା ପରେ ଆଉ ସ୍କୁଲରେ ଅଛନ୍ତି ୩ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ  l  ବାରମ୍ବାର ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ […]

Read More Text.

ନାବାଳିକାକୁ ବିଷ ପିଆଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ

ନୟାଗଡ଼ : ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ  ।  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି  ।   ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା  ।  ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା  । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା […]

Read More Text.
Cm 2

ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର। ଏଣିକି ଓଡିଶା ଲୋକେ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି । ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ। ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା […]

Read More Text.
5

୧୫ ବର୍ଷ ବୟସରେ ୫୦ ତମ ଡାଇଭ୍‌ ପୂରଣ କରି ରେକର୍ଡ କଲେ ତିସ୍ୟା

ସମ୍ବଲପୁର: ସମ୍ବଲପୁରରେ ଜନ୍ମିତ ତିସ୍ୟା ପାଣିଗ୍ରାହୀ । ଓଡ଼ିଆ ଜଳପରୀ । ଗଭୀର ସମୁଦ୍ରରେ ଡାଇଭ୍ କରି ସମସ୍ତଙ୍କୁ କରିଛନ୍ତି ଗର୍ବିତ । ଦୁବାଇ ବାସିନ୍ଦା ଓଡ଼ିଆ ସ୍କୁବା ଡାଇଭର ୧୫ ବର୍ଷୀୟ ତିସ୍ୟା ପାଣିଗ୍ରାହୀ ହାସଲ କରିଛନ୍ତି ନୂଆ ରେକର୍ଡ । କିଛି ଦିନ ପୂର୍ବେ ନିଜର ୫୦ ତମ ଡାଇଭ୍‌ ପୁରା କରି ରେକର୍ଡ କରିଛନ୍ତି ଏହି କୁନି ଝିଅ । ମାଳଦ୍ବୀପର ‘କାଣ୍ଡୁମା ଥିଲା’ ଡାଇଭ୍ ସ୍ଥଳରେ ତିସ୍ୟା ନିଜର ୫୦ତମ ଡାଇଭ୍ […]

Read More Text.
Brahmagiri 1

କେନାଲ ଖୋଳାକୁ ନେଇ ପ୍ରଶାସନ-ଗ୍ରାମବାସୀ ଧସ୍ତାଧସ୍ତି, ୪୦ ଜଣକୁ ଉଠାଇଲା ପୋଲିସ

ବ୍ରହ୍ମଗିରି : କେନାଲ ଖୋଳାକୁ ନେଇ ଉତ୍ତେଜନା । ବ୍ରହ୍ମଗିରିରେ କେନାଲ ଖୋଳାକୁ ନେଇ ପ୍ରଶାସନ ଓ ଗ୍ରାମବାସୀ ମୁହଁମୁହିଁ । ପୋଲିସ ସହ ଧସ୍ତାଧସ୍ତି । ୪୦ ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ । ୭ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ଅଫିସର ମୁତୟନ ଅଛନ୍ତି। ହରିଦାସପୁର ଗ୍ରାମବାସୀଙ୍କ ରାସ୍ତା ଅବରୋଧ ଓ କେନାଲ ଖୋଳାକୁ ବିରୋଧ । ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ […]

Read More Text.
Images

ହାତୀ ପାଦ ତଳୁ ଅଳ୍ପକେ ବଞ୍ଚିଲା ଜୀବନ

ଉଦଳା: ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ହାତୀ କଲା ଆକ୍ରମଣ । ତଳେ ପଡିଯିବାରୁ ବ୍ୟକ୍ତିଙ୍କ ହାତ ଉପରେ ଚଢ଼ିଗଲା ହାତୀ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହାର ସତ୍ୟତା ଏବେ ଦେଖିବାକୁ ମିଳିଛି କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁ  କୁସୁନପୁରରେ । ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି […]

Read More Text.
Img 20251213 wa0236

 ଟିପିଏନଓଡିଏଲ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଓ ସମାଧାନ ଶିଵିର

ବାରିପଦା : ଉପଖଣ୍ଡ ଟିପିଏନଓଡିଏଲ  କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର  ଦେଵଦତ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏକଜିଉଟିଭ ଇଞ୍ଜିନିୟର ଆଶୁତୋଷ  ପଣ୍ଡା, ଇଂ ଚିରଞ୍ଜିବୀ ସାହୁ, ଏସଡିଓ ଇଂ ସୌଭାଗ୍ୟ ରଶ୍ମୀ, ଏନଫୋର୍ସମେଣ୍ଟ ଅଧିକାରୀ ତୁଷାର ରଂଜନ ସାହୁ, ସମସ୍ତ ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ, କମର୍ସିଆଲ ଆସିଷ୍ଟାଣ୍ଟ ସିଦ୍ଧାର୍ଥ ବାରିକ, ଆଲୋକ ରଂଜନ ପ୍ରମୁଖ ଉପସ୍ଥିତ ରହି ଶୁଣାଣୀ ରେ ସହଯୋଗ କରିଥିଲେ l ଏହି ଲୋକ […]

Read More Text.
Img 20251213 wa0219

ଖେଜୁରୀ ଗାଁର ପାଣି ସମସ୍ୟାର ସମାଧାନ

ବାରିପଦା : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଅଧିବାସୀ ଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରି ତା’ର ସଠିକ ଉପଯୋଗ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।  ବିଜାତଳା ବ୍ଲକ ମଢେଇକଚା ପଂଚାୟତର ଖେଜୁରୀ ଗାଁ ।୫୫ଜଣ ପରିବାର ବସବାସ କରୁଛନ୍ତି।ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ଗାଁ ରେ ୨ଟି […]

Read More Text.