ଆଧ୍ୟାତ୍ମିକତା ହିଁ ମନରୁ ନକରାତ୍ମକତା ଦୂର କରି ଶାନ୍ତି ଓ ଆନନ୍ଦ ପ୍ରଦାନ କରେ: ୟୁନିଟ୍-୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟ ପୂଜା ଓଡ଼ିଶାର କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୬ା୧ : ଆଧ୍ୟାତ୍ମିକ ଜୀବନ ଯାପନ କଲେ ମନରୁ ସମସ୍ତ ପ୍ରକାର ନକରାତ୍ମକ ଭାବ ଦୂର ହୋଇଥାଏ। ଏହା ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରିବା ସହ ଜୀବନକୁ ଶାନ୍ତି ଓ ଆନନ୍ଦମୟ କରି ଗଢ଼ିତୋଳେ। ସ୍ଥାନୀୟ ୟୁନିଟ୍-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା କୁମାରୀ ପରିଡାଙ୍କ […]
Read More Text.