ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେଲା ହାଟବାଦଡା ହାଟର ନିଲାମ

ସୋର୍ବୋଚ୍ଚ ଡାକରେ ନିଲାମ ନେଲେ ଜଣେ ଡାକ୍ତର   ବାରିପଦା : ଭାରତ ସରକାରଙ୍କଠାରୁପୁରଷ୍କୃତ ହୋଇଥିବା ହାଟବାଦଡା ହାଟର ଆଜି ନିଲାମ ଡାକ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।ଏହି ନିଲାମ ସମୟରେ କୁସୁମି ବ୍ଳକ  ଏବିଡିଇଓ ବିନତୀ ମାରାଣ୍ଡୀ, ହାଟବାଦଡା ସରପଞ୍ଚ ସବିତା ସୋରେନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ସେଠୀ, କର୍ମଚାରୀ  ଭୋଳାନାଥ ବେହେରା,ବାଦାମ ପାହାଡ଼ ଥାନାଧିକାରୀ କମଳାକାନ୍ତ ହେମ୍ବ୍ରମ,ସୁଲାଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୁରୀ,ହାଟବାଦଡା ଫାଣ୍ଡି ଅଧିକାରୀ, ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି […]

Read More Text.

ବୁଦା ମୂଳରୁ ଶିଶୁ କନ୍ୟା ଉଦ୍ଧାର 

ବାରିପଦା : ନବଜାତ ଶିଶୁକନ୍ୟା କୁ ନଟାବୁଦା ରୁ ଉଦ୍ଧାର କଲେ ଆଶାକର୍ମୀ l ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ l ଆଜି ସକାଳୁ ଉକ୍ତ ଗ୍ରାମର ଆଶାକର୍ମୀ ସାବିତ୍ରୀମଣି ଜେନା ଙ୍କ ଝିଆରୀ ଘର ପଛପଟ କୁ ଯାଇଥିବା ସମୟରେ ନଟା ବୁଦା ଭିତରୁ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ l ଏ କଥା ଆସି ଘରେ କହିବାରୁ ସାବିତ୍ରୀ […]

Read More Text.
IMG 20260211 WA0242

ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ରୁପାଲୀ ପଲେଇଙ୍କୁ ସ୍ବର୍ଣ୍ଣ

ବାରିପଦା : ଉତ୍କଳ କାରାଟେ ସ୍କୁଲ, ଭୁବନେଶ୍ୱର ପରିସରରେ ଓଡିଶା ଶକ୍ତି ଉତ୍ତୋଳନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୨ ତମ ରାଜ୍ୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ଓଡିଶା ପୋଲିସ, ମୟୁରଭଞ୍ଜର ରୁପାଲୀ ପଲେଇ ସ୍ବର୍ଣ୍ଣ ପଦକ ହାସଲ କରି ନିଜ ବିଭାଗ ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଚିପଟଅସ୍ତିଆ ଗ୍ରାମ ନିବାସୀ ସୋମନାଥ ପଲେଇ ଓ ସେବତୀ ପଲେଇଙ୍କ ସୁପୁତ୍ରୀ ରୁପାଲୀ ପାଠ ପଢିବା ସହ ଶକ୍ତି ଉତ୍ତୋଳନ ପ୍ରତି […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦୂର ଓ ଅନଲାଇନ୍ ଶିକ୍ଷାରେ ଦ୍ଵୈତ ଡିଗ୍ରୀ ସୁଯୋଗ 

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦୂର ଓ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାରେ ଅନ୍ୟ ନିୟମିତ  ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଦ୍ଵୈତ ଡିଗ୍ରୀ ହାସଲ କରିପାରିବେ ବୋଲି ବିଶ୍ଵବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଶିକ୍ଷାଗତ କାର୍ଯ୍ୟକ୍ରମରେ ଅଧ୍ୟୟନ କରିପାରିବେ। ସେମାନଙ୍କ ପାଇଁ […]

Read More Text.

ପ୍ରଥମ ବାର୍ଷିକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କପ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପରିଚାଳନା କମିଟି ଗଠିତ 

ବାରିପଦା : ମୟୁରଭଞ୍ଜ ମହୋତ୍ସବ କମିଟି ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧ମ ବାର୍ଷିକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କପ ସର୍ବଭାରତୀୟ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I  ମୟୁରଭଞ୍ଜର ୨ଟି ଦଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୧୬ ଟି ଦଳକୁ ନେଇ ୨୦ – ୨୦ ଫର୍ମାଟରେ ଖେଳ ହେବ I ଚମ୍ପିୟାନ ଦଳକୁ ୫ ଲକ୍ଷ ଓ ରନର୍ସ ଅପ […]

Read More Text.
IMG 20260130 WA0218

ମହାରାଜା ଶ୍ରୀରାମନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଯାପିତ 

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଆବାହକ ସହକାରୀ  ପ୍ରଫେସର ଶୁଭେନ୍ଦୁ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏବଂ ଉଦଜାପନୀ ସମାରୋହରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମାଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜର ପ୍ରଗତି ପାଇଁ ସାମାଜିକ କାର୍ଯ୍ୟ ବିଭାଗର ଭୂମିକା ସମ୍ବଦ୍ଧରେ ବକ୍ତବ୍ୟ ରଖିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗରେ କାର୍ଯ୍ୟ […]

Read More Text.
191fb5be 06ae 4032 b268 497e63f599a9

ଆଧ୍ୟାତ୍ମିକତା ହିଁ ମନରୁ ନକରାତ୍ମକତା ଦୂର କରି ଶାନ୍ତି ଓ ଆନନ୍ଦ ପ୍ରଦାନ କରେ: ୟୁନିଟ୍-୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟ ପୂଜା ଓଡ଼ିଶାର କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୬ା୧  : ଆଧ୍ୟାତ୍ମିକ ଜୀବନ ଯାପନ କଲେ ମନରୁ ସମସ୍ତ ପ୍ରକାର ନକରାତ୍ମକ ଭାବ ଦୂର ହୋଇଥାଏ। ଏହା ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରିବା ସହ ଜୀବନକୁ ଶାନ୍ତି ଓ ଆନନ୍ଦମୟ କରି ଗଢ଼ିତୋଳେ। ସ୍ଥାନୀୟ ୟୁନିଟ୍-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟ ପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଏହି ମର୍ମରେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା କୁମାରୀ ପରିଡାଙ୍କ […]

Read More Text.
Ai image 3 (2)

Four Students Suffer Severe Burns in Rayagada School Thinner Attack

Rayagada, 5/1 : A shocking incident at Paikdakulguda High School in the Bissam Cuttack block of Rayagada district on Monday, January 5, 2026, left four students with burn injuries after a fellow student allegedly poured thinner on them and set it alight. The incident, which occurred around 3 PM, has raised serious concerns regarding student […]

Read More Text.
Ongc well gas leak and fire in andhra pradesh

Massive Inferno Erupts at ONGC Gas Well in Andhra Pradesh, Villages Evacuated

A major gas leak from an operational oil well belonging to the state-owned Oil and Natural Gas Corporation (ONGC) ignited into a massive fire on Monday morning in Andhra Pradesh’s Dr. B. R. Ambedkar Konaseema district, triggering widespread panic and prompting the immediate evacuation of residents from nearby villages. The inferno, which reportedly erupted during […]

Read More Text.
Photo for the news of pmgsy road

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣକୁ ବର୍ଷେ ନ ପୁରୁଣୁ ମାଗିଲାଣି ମରାମତିି

ଆଗରପଡ଼ା  : ରାସ୍ତା ନିର୍ମାଣ ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ସଂପୃକ୍ତ ଠିକାଦାର ଦୃଷ୍ଟି ନଦେଇ ରାସ୍ତା ନିର୍ମାଣ କରୁଥିବାରୁ ନିର୍ମାଣକୁ ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚ ଉଠିବା ସହ ରାସ୍ତା ପୁଣି ମରାମତି ମାଗିଲାଣି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ,ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ୮କିଲୋମିଟର କଂକ୍ରିଟ […]

Read More Text.