Cloud seeding

ବିପଜ୍ଜନକ ସ୍ତରରେ ପ୍ରଦୂଷଣ ସ୍ତର, ରାଜଧାନୀରେ କ୍ଲାଉଡ୍ ସିଡିଂ ପାଇଁ ପ୍ରସ୍ତୁତି ଶେଷ

ଦିଲ୍ଲୀ: ସମସ୍ତ ଚେଷ୍ଟା ପରେ ବି ପ୍ରଦୂଷଣର ମାତ୍ରା କମିବାର ନା ନେଉନି । ଏଥର ଦୀପାବଳି ପୂର୍ବରୁ ହିଁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ତରରେ ପହଞ୍ଚିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଗାଡ଼ି ଗୁଡ଼ିକରୁ ବାହାରୁଥିବା ଧୂଆଁ ପ୍ରଦୂଷଣର ମୁଖ୍ୟ କାରଣ । ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ କୃତ୍ରିମ ବର୍ଷା ବା କ୍ଲାଉଡ୍ ସିଡିଂ ପାଇଁ […]

Read More Text.
Pakistan 1

ଯୁଦ୍ଧବିରତି ଡାକରା ଦେଲା ପାକିସ୍ତାନ ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ନିକଟରେ ସୀମାର ସଂଘର୍ଷ ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି । ଆଫଗାନ […]

Read More Text.
Nitish kumar

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଜେଡିୟୁ

ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଜେଡିୟୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଙ୍ଗଳବାର ଦିନ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୫୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଜେଡିୟୁ ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଦାବି କରୁଥିବା ଚାରୋଟି ଆସନରେ ମଧ୍ୟ ପ୍ରାର୍ଥୀ ଦେଇଛି । ଦଳର କାର୍ଯ୍ୟକାରୀ […]

Read More Text.

ଉତ୍ତରାଖଣ୍ଡରେ ହେବ ଅତ୍ୟାଧୁନିକ ରୋପୱେ, କେଦାନରନାଥ ଯାତ୍ରା ଏଣିକି ୯ ଘଣ୍ଟା ବଦଳରେ ମାତ୍ର ୩୬ ମିନିଟ୍

ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ପରିବର୍ତ୍ତନଶୀଳ ପାଣିପାଗ, ବର୍ଷା, ତୁଷାରପାତର ଭୟ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି କରିଥାଏ। ବୟସ୍କ ଓ ଶିଶୁଙ୍କ ପାଇଁ ଯାତ୍ରା କଷ୍ଟଦାୟକ ହୋଇଥାଏ। ଏବେ ଏହାକୁ ସହଜ କରିବା ପାଇଁ ଆଦାନୀ ଗ୍ରୁପ୍ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୧୨.୯ କିଲୋମିଟର ଲମ୍ବା ରୋପୱେ ପ୍ରସ୍ତୁତ କରୁଛି। ଏହା ଫଳରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୮-୯ ଘଣ୍ଟାର ଯାତ୍ରା ମାତ୍ର […]

Read More Text.
Pankajdheer

ଆଖି ବୁଜିଲେ ମହାଭାରତର ‘କର୍ଣ୍ଣ’

ମୁମ୍ବାଇ: ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ […]

Read More Text.
Election commission

ବିଜ୍ଞାପନ ପାଇଁ ପ୍ରାକ୍‌ ଅନୁମତି ଜରୁରୀ: ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ସମେତ ୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ସବୁ ପଞ୍ଜିକୃତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ଇସିଙ୍କ ଅନୁମତି ଲୋଡିବା ଜରୁରୀ ବୋଲି କୁହାଯାଇଛି। ଏଥିପାଇଁ ଜିଲା ଓ ରାଜ୍ୟସ୍ତରରେ ଇସିଙ୍କ […]

Read More Text.
Supreme court

ଦିଲ୍ଲୀବାସୀଙ୍କୁ ସୁପ୍ରିମକୋର୍ଟଙ୍କ ଉପହାର, ଦିଲ୍ଲୀରେ ସବୁଜ ବାଣକୁ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ଆଶଙ୍କାକୁ ଦୂର କଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ସବୁଜ ବାଣକୁ ମିଳିଲା ଅନୁମତି । କୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି ଏବଂ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି । ପ୍ରଧାନ ବିଜାରପତି ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ୍ ବିନୋଦ ଚନ୍ଦ୍ରନ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୮ ରୁ ୨୦ ମଧ୍ୟରେ ସବୁଜ ବାଣ ବିକ୍ରି କରିବାକୁ […]

Read More Text.
Cm yogi

ମହିଳାମାନଙ୍କୁ ଯୋଗୀଙ୍କ ଦୀପାବଳି ଭେଟି, ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର

ଲକ୍ଷ୍ନୌ : ଦୀପାବଳିରେ କୋଟି କୋଟି ମହିଳାଙ୍କୁ ଖୁସି ଖବର ଦେବେ ସରକାର । ମହିଳା ଓ ଯୁବତୀଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଲୋକଭବନରେ ଆୟୋଜିତ ଏକ ସମାରୋହରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଯୋଜନା ଆରମ୍ଭ କରିବେ । ଏହା ଅଧିନରେ ମହିଳାମାନଙ୍କୁ ମାଗଣା ଏଲପିଜି ସିଲିଣ୍ଡର ମିଳିବ । ସୂଚନା ଅନୁସାରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ପ୍ରତିବର୍ଷ ଦୁଇଟି ମାଗଣା […]

Read More Text.
Ravi naik

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ରବି ନାୟକଙ୍କ ପରଲୋକ

ପଣାଜୀ : ଗୋଆର କୃଷି ମନ୍ତ୍ରୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରବି ନାୟକଙ୍କ ହାର୍ଟଆଟାକରେ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ବାସଭବନରେ ହାର୍ଟଆଟାକ ହେବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ତାଙ୍କୁ ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ରାତି ୧ ଟାରେ ପରଲୋକ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ତାଙ୍କର ପତ୍ନୀ, ଦୁଇଜଣ ପିଲା, ଜଣେ ବୋହୂ ଏବଂ ୩ ଜଣ ନାତି-ନାତୁଣୀ ରହିଛନ୍ତି […]

Read More Text.
E878879f 1dd5 4d03 a25e be8ffee7ca40 2025 10 15 13 51 59

୭୦୦ ଘାତକ କ୍ଷେପଣାସ୍ତ୍ର କିଣିବ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଁ ୭୦୦ଟି ସ୍ୱଦେଶୀ ଭାବରେ ବିକଶିତ ଅସ୍ତ୍ର ମାର୍କ ୨ କ୍ଷେପଣାସ୍ତ୍ର କିଣିବାକୁ ଯୋଜନା କରୁଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ | ଏହା ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ଶ୍ରେଣୀରେ ଆସୁଥିବାବେଳେ ଡିଆରଡିଓ ଏହି କ୍ଷେପଣାସ୍ତ୍ରର ପରିସରକୁ ୨୦୦ କିଲୋମିଟରରୁ ଅଧିକ ବୃଦ୍ଧି କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ପାକିସ୍ତାନର ପିଏଲ-୧୫ କ୍ଷେପଣାସ୍ତ୍ରର ପ୍ରତିରୋଧ ଭାବରେ ବିବେଚନା କରାଯାଏ, ଯାହାର ପରିସର […]

Read More Text.