Images

ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ବିରତି ସମୟ ଶେଷ, ଚିନ୍ତାରେ ଶେହବାଜ

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି ସମୟ ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହେଉଛି। ଯୁଦ୍ଧ ବିରତି ଶେଷ ହେବା ପରେ ପୁଣି ଥରେ ଆକ୍ରମଣ ପ୍ରତିଆକ୍ରଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ନିକଟରେ ଏକ ସାକ୍ଷାତକାରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସମାପ୍ତ ଲାଗି ମଧ୍ୟସ୍ଥତା ପାଇଁ ଅନୁରୋଧ କରିଥିଲେ। […]

Read More Text.
Gujarat 1

ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ହର୍ଷ ସାଙ୍ଘଭୀ

ଗୁଜରାଟ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ଜିତେନ୍ଦ୍ର ବାଘାନୀ ଏବଂ ଅର୍ଜୁନ ମୋଢ଼ୱାଡିୟା ଗୁଜରାଟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜାମନଗର ଉତ୍ତରରୁ ବିଧାୟିକା ରୀବାବା ଜାଡେଜା ଶପଥ […]

Read More Text.

ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଋଷ ଠାରୁ ତେଲ କିଣା ପ୍ରସଙ୍ଗ ଉପରେ ଜବାବ ରଖିଲା ଭାରତ । ଟ୍ରମ୍ପଙ୍କ ଦାବିକୁ ନେଇ କେନ୍ଦ୍ର ସରକାର କହିଲେ ଦେଶର ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷାକୁ ଦିଆଯିବ ଅଗ୍ରାଧିକାର । ହଁ ଦର୍ଶକବନ୍ଧୁ, ପୁଣି ଆମେରିକା ରାଷ୍ଟ୍ରପତିଙ୍କର ବିଭ୍ରାନ୍ତିକର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରୁଷିଆଠାରୁ ଭାରତ ତେଲ କିଣିବା ବନ୍ଦ କରିବ ବୋଲି ଦାବି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ […]

Read More Text.
Panjab dig

ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଲେ ଡିଆଇଜି

ଚଣ୍ଡିଗଡ଼ : ପଞ୍ଜାବ ପୁଲିସର (Punjab police) ଜଣେ ଡିଆଇଜି ଲାଞ୍ଚ ନେଇ ସିବିଆଇ (CBI) ହାତରେ ଧରା ପଡ଼ିଛନ୍ତି । ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ମାସକୁ ୫ ଲକ୍ଷ ଟଙ୍କା ନେଉଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପଞ୍ଜାବ ପୁଲିସର ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ (DIG) ତଥା ୧୯୯୮ ବ୍ୟାଚର ଆଇପିଏସ ଅଧିକାରୀ ହରଚରଣ ସିଂହ ଭୁଲ୍ଲର ଲାଞ୍ଚ ଗ୍ରହଣ କରିବା ସମୟରେ ଧରାପଡ଼ିଥିଲେ। ମୋହାଲିରେ ଏକ ଟ୍ରାପ୍ ଅପରେସନ୍ […]

Read More Text.

ମୋବାଇଲ୍ ଗେମ୍ ଖେଳୁଥିବା ବେଳେ ବାଳକଙ୍କ ମୃତ୍ୟୁ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲ୍ ଗେମ୍ ଖେଳୁଥିବା ସମୟରେ ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପିଲାର ପରିବାରଲୋକଙ୍କ କହିବା ଅନୁଯାୟୀ, ବିବେକ ଫ୍ରି ଫାୟାର ଗେମ୍ ଖେଳିବାରେ ଅଭ୍ୟସ୍ତ ଥିଲା। ଗତବୁଧବାର ଦିନ ସେ ଲଗାତାର ମୋବାଇଲ୍ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲା। ଖାଇବାକୁ ଡାକା ଯିବା ସମୟରେ ବିବେକ ତାର ବିଛଣା ଉପରେ ଅଚେତ ଅବସ୍ଥାରେ ପଡ଼ିଥିଲା। ତା’ ଶରୀରରେ କୌଣସି ପ୍ରତିକ୍ରିୟା […]

Read More Text.
Images

୨୦୨୬ରେ ମାଟିରେ ମିଶିବ କି ଆଇଫେଲ୍ ଟାୱାର ?

ନୂଆଦିଲ୍ଲୀ: ଆଇଫେଲ ଟାୱାର- ଏ ନାଁ ଶୁଣିଲେ ଲୋକଙ୍କର ଆଖି ଆଗକୁ ଚାଲିଆସେ ଏକ ଆକାଶଛୁଆଁ ଟାଓ୍ଵାର କଥା । ଆଇଫେଲ ଟାୱାର ଆଗରେ ଅନେକ ଲୋକଙ୍କ ଫଟୋ ବି ଆପଣ ସୋସିଆଲ ମିଡିଆରେ ଦେଖିଥିବେ ଆଉ ଆପଣଙ୍କ ଫୋନ ହେଉ କି କମ୍ପ୍ୟୁଟର ସେଥିରେ ଓ୍ଵାଲପେପର ଥିବା ବି ଦେଖିଥିବେ । ସେହି ଆଇଫେଲ ଟାୱାରକୁ ଏବେ ଏକ ଖରାପ ଘର ଘୁରି ବୁଲୁଛି । ବିଶ୍ବ ପର୍ଯ୍ୟଟନର ଏକ ବଡ଼ ଆକର୍ଷଣ କୁହାଯାଉଥିବା ପ୍ୟାରିସର […]

Read More Text.
Maoists 1068x601

ଆତ୍ମସମର୍ପଣ କଲେ ୧୭୦ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ ପୁଲିସ ନିକଟରେ ୧୭୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏତେ ସଂଖ୍ୟକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ରସ୍ରୋତରେ ସାମିଲ ହେବାକୁ ଆଗେଇ ଆସିବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ […]

Read More Text.
Captured 1068x596

୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ୫ଟି ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବଢୁଥିବା ଭିଡକୁ ନଜରରେ ରଖି ଭାରତୀୟ ରେଳ ଦିଲ୍ଲୀର ୫ ମୁଖ୍ୟ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି। ରେଳ କହିଛି କି ଯାତ୍ରୀଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ଉଠାଯାଇଛି। ନୂଆ ଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର, ହଜରତ ନିଜାମୁଦ୍ଦିନ ଓ ଗାଜିୟାବାଦ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ […]

Read More Text.
Gujarat

ଇସ୍ତଫା ଦେଲେ ଗୁଜରାଟର ସବୁ ମନ୍ତ୍ରୀ, ଆସନ୍ତାକାଲି ହେବ ମନ୍ତ୍ରିମଣ୍ଡଳ ପୁନର୍ଗଠନ

ଗୁଜରାଟ : ଗୁଜରାଟ ରାଜନୀତିରେ ହଲଚଲ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ରାଜ୍ୟର ମୋଟ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସବୁ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର ସୂଚନା ରହିଛି । ଆସନ୍ତକାଲି ୧୧ଟା ୩୦ରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ । ଏଠାରେ ଅମିତ ଶାହା ଏବଂ ଜେପି ନଡ୍ଡା ଉପସ୍ଥିତ ରହିବେ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ଶାହ । […]

Read More Text.
Accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ସାଙ୍ଗ ମୃତ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ନିଆଁ ଲାଗିବାରୁ ୪ ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ବୁଧବାର ମଧ୍ୟରାତ୍ରିରେ ମେଗା ହାଇୱେରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ସୂଚନା ଅନୁଯାୟୀ, ଗୁଡାମାଲାନିର ଦାବାଦ ଗାଁର ପାଞ୍ଚ ଜଣ ଯୁବକ କାମ ସାରି ସିନ୍ଦାରିରୁ […]

Read More Text.