11

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୩କ୍ରିକେଟ ମୃତ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ଆଫଗାନିସ୍ତାନର ୩ଜଣ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ ୩ଜଣ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନ କ୍ରିକେଟ ବୋର୍ଡ । ଏୟାରଷ୍ଟ୍ରାଇକରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ଭିତରେ ୩ଜଣ କ୍ରିକେଟର ଥିଲେ । ତିନି ଜଣ କ୍ରିକେଟର ହେଲେ କବିର, ଶିଭାତୁଲ୍ଲା ଓ ହାରୋନ । ପାକିସ୍ତାନର ଏଭଳି […]

Read More Text.
Seikh hasina

ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ସରକାରୀ ଓକିଲ

ବାଂଲାଦେଶ: ବାଂଲାଦେଶର ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ବାଂଲାଦେଶର ଆନ୍ତର୍ଜାତିକ କ୍ରାଇମ ଟ୍ରାଇବୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲା ଇସଲାମ। ମହମ୍ମଦ କହିଛନ୍ତି ୨୦୨୪ରେ ଦେଶରେ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହେଉଛନ୍ତି ହସିନା। ହସିନାଙ୍କ ଯୋଗୁଁ ୧୪୦୦ ନିରୀହ ଲୋକ ପ୍ରାଣ ହରାଇଥିଲେ। ତେଣୁ ତାଙ୍କୁ ୧୪୦୦ ଥର ଫାଶୀ ଦିଆଯିବା ଦରକାର। ହସିନାଙ୍କ ଶାସନକୁ ବିରୋଧ କରି ଦେଶରେ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକୁ ଦମନ କରିବା […]

Read More Text.
Train 1

ଗରିବ ରଥ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଶନିବାର ସକାଳେ ଅର୍ଥାତ୍ ଆଜି ଲୁଥିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଜଳିଗଲା ଟ୍ରେନର ତିନୋଟି ଏସି ବଗି । ସିରହିନ୍ଦ ରେଳ ଷ୍ଟେସନରୁ ଅମ୍ବାଲା ଅଭିମୁଖେ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସମୟରେ ଏହି ଘଟଣା ଘଟିଛି । ଟ୍ରେନର ଗୋଟିଏ ବଗିରୁ ଧୂଆଁ ବାହାରୁଥିବାରୁ ଟ୍ରେନକୁ ଅଟକାଇ ଦିଆଯାଇଥିଲା । ନିଆଁ ଅନ୍ୟ ତିନୋଟି ବଗିକୁ ବ୍ୟାପିଯାଇଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା […]

Read More Text.

BSNLର ଦିୱାଲି ଅଫର, ୧ ଟଙ୍କାରେ କଥା ହେବେ ମନ ଇଛା, ଦିନକୁ ପୁଣି 2GB ଡାଟା

ନୂଆଦିଲ୍ଲୀ: ଆସିଲା ଦମଦାର ଦିୱାଲି ଅଫର୍ । ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ ଆଣିଦେଇଛି । ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ଦେଉଛି ଅନଲିମିଟେଡ୍ କଲ୍ ସୁବିଧା । BSNL ପକ୍ଷରୁ ଦିୱାଲି ବୋନାଞ୍ଜା ନାଁରେ […]

Read More Text.
Eci 1 1068x601

ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ପ୍ରଲୋଭନର ଗତିବିଧିରେ ଲାଗିବ ରୋକ୍

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ସମୟରେ ଅର୍ଥ, ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପ୍ରଲୋଭନର ଗତିବିଧିକୁ ରୋକାଯିବ। ଏଥିଲାଗି ଭାରତ ନିର୍ବାଚନ ଆୟୋଗ(ଇସିଆଇ) ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମୁଖ୍ୟଙ୍କ ସହିତ ଶୁକ୍ରବାର ବୈଠକ କରି ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଇସିଆଇଙ୍କ ପକ୍ଷରୁ ନୂଆଦିଲ୍ଲୀର ନିର୍ବାଚନ ସଦନରେ ବହୁ-ବିଭାଗୀୟ ନିର୍ବାଚନ ବୁଦ୍ଧିମତ୍ତା କମିଟି(MDCEI)ର ଏକ ବୈଠକ ବସିଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ସହିତ, ନିର୍ବାଚନ ସମୟରେ ସକ୍ରିୟ […]

Read More Text.
Rahul and tejaswi 2025 10 17 19 33 49

ବିହାର ବିଧାନସଭା ନିର୍ବାଚନ: ପରସ୍ପର ବିରୋଧରେ ପ୍ରାର୍ଥୀ ଦେଲେ କଂଗ୍ରେସ-ଆରଜେଡି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନର ଶେଷ ଦିନ ଆଜି ଥିବାବେଳେ ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଥିଲେ। ଏହି ସମୟରେ, ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଚୂଡ଼ାନ୍ତ ଚିତ୍ର ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିଛି ଆସନରେ, ମହାଗଠବନ୍ଧନର ସାଂଗଠନିକ ଦଳଗୁଡ଼ିକ ପରସ୍ପର ବିରୁଦ୍ଧରେ ପ୍ରାର୍ଥୀ ଦେଇଛନ୍ତି। କହଲଗାଓଁ ଏବଂ ବିହାର ସରିଫ ସମେତ ଅନେକ ଆସନରେ ମହାଗଠବନ୍ଧନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ। ଆରଜେଡି (RJD) […]

Read More Text.
Aswaddin owaisi 2025 10 17 19 12 32

ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ: କଂଗ୍ରେସକୁ ସମର୍ଥନ ଦେଲେ ଓୱେସି

ହାଇଦ୍ରାବାଦ: ତେଲେଙ୍ଗାନାରେ ଜୁବଲି ହିଲ୍ସ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ( Congress) ପ୍ରାର୍ଥୀ ନବୀନ ଯାଦବ ଶୁକ୍ରବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ଉପସ୍ଥିତ ଥିଲେ, କିନ୍ତୁ ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ ସେହିସମୟ ଥିଲା ​​ଯେତେବେଳେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ ନାମାଙ୍କନ ସ୍ଥଳରେ ପହଞ୍ଚି ଖୋଲାଖୋଲି ଭାବରେ ଯାଦବଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି(Owaisi) […]

Read More Text.
Tejas

ଶତ୍ରୁ ପାଇଁ କାଳ Tejas Mk-1A ଲଢ଼ୁଆ ବିମାନ, ପ୍ରଥମ ଉଡ଼ାଣ ସଫଳ

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ ଲଢୁଆ ବିମାନ ତେଜସ୍ ନାସିକ ହାଲ୍ କାରଖାନାରେ ନିର୍ମିତ ହୋଇଛି । Tejas Mk-1A ଲଢ଼ୁଆ ବିମାନର ଲୋକାର୍ପଣ ଏବଂ ଏହାର ସଫଳ ଉଡ଼ାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଐତିହାସିକ ଉପଲବ୍ଧି । ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (HAL)ର ନାସିକ୍ ଠାରେ ଥିବା କାରଖାନାରେ ଏହା ନିର୍ମିତ ହୋଇଛି । ଭାରତୀୟ ବାୟୁସେନାକୁ ପ୍ରାରମ୍ଭିକ […]

Read More Text.
Forex 696x392

୭୦୦ ବିଲିଅନ ଡଲାର ତଳକୁ ଖସିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୦୦ ବିଲିଅନ ଡଲାର ତଳକୁ ଖସି ଆସିଛି। ଅକ୍ଟୋବର ୩ ତାରିଖରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ମୁଦ୍ରା ଭଣ୍ଡାର ୨୭୬ ମିଲିଅନ ଡଲାର ହ୍ରାସ ପାଇ ୬୯୯.୯୬ ବିଲିଅନ ଡଲାରରେ ପହଞ୍ଚିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଅକ୍ଟୋବର ୩ ପୂର୍ବରୁ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୨.୩୩୪ ବିଲିଅନ ଡଲାର ହ୍ରାସ ପାଇ ୭୦୦.୨୩୬ ବିଲିଅନ ଡଲାରରେ ପହଞ୍ଚିଥିଲା। ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁସାରେ, […]

Read More Text.
Blog generic how to apply for reissue of passport in india

ସବୁଠୁ ଶକ୍ତିଶାଳୀ ସିଙ୍ଗାପୁର ପାସପୋର୍ଟ : ୮୫ତମ ସ୍ଥାନରେ ଭାରତ

ଲଣ୍ଡନ: ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି। ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି। ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ ୧୯୩ ରାଷ୍ଟ୍ରକୁ ଗସ୍ତ କରିପାରିବେ ବୋଲି ଜଣାପଡିଛି। ସିଙ୍ଗାପୁର ପଛକୁ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦେଶର ପାସପୋର୍ଟଧାରୀ ବିନା ଭିସାରେ […]

Read More Text.