Images (2)

ବିହାର ନିର୍ବାଚନ: ୨୧୩୫ ବୁଥରେ ଭୋଟ୍ ସମୟ ଘଣ୍ଟାଏ କମିଲା

ପାଟନା: ବିହାରର ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେବାକୁ ଯାଉଛି। ସୁରକ୍ଷା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ (ECI) ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ୨,୧୩୫ଟି ମତଦାନ କେନ୍ଦ୍ରରେ ଭୋଟ୍ ସମୟ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଯେତେବେଳେ ବାକି ୧୧୫ଟି ଆସନରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିସନ ବିହାରର ପ୍ରଥମ ପର୍ଯ୍ୟାୟରେ ଛଅଟି […]

Read More Text.
Nitish modi 650 650x400 71516985848

ବିହାର ନିର୍ବାଚନ: ମୁସଲିମ୍ ବହୁଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ଏନଡିଏର ପ୍ରଭାବ

ପାଟନା: ବିହାରର ଜନସଂଖ୍ୟାର ପ୍ରାୟ ୧୮% ମୁସଲିମ୍ ସମ୍ପ୍ରଦାୟ ନିର୍ବାଚନ ରାଜନୀତିରେ ସର୍ବଦା ଏକ ଚର୍ଚ୍ଚିତ ବିଷୟ ହୋଇ ଆସିଛନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ କ୍ଷମତାର ଚାବିକାଠି ବୋଲି ବିବେଚନା କରନ୍ତି। ତଥାପି, ସାମ୍ପ୍ରତିକ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ମୁସଲିମ୍ ବହୁଳ ଅଞ୍ଚଳରେ ମଧ୍ୟ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଭାବ ରହିଛି। ଏହି ଧାରା ବିଶେଷ ଭାବରେ ଶକ୍ତିଶାଳୀ ହୋଇଛି ଯେହେତୁ ବିଜେପି ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ସହିତ ମେଣ୍ଟରେ ରହିଛି। ରାଜ୍ୟରେ […]

Read More Text.
Images (1)

ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍

ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍। ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା, ଚୀନ୍ ଉପରୁ ୧୦% ଶୁଳ୍କ ହ୍ରାସ କରିଥିଲା। ଏବେ ଚୀନ୍ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ଆଶ୍ୱସ୍ତି ଦେଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା […]

Read More Text.
Tejashwiyadav 1068x712

ସରକାର ଗଢ଼ିଲେ ଜାନୁଆରୀ ୧୪ସୁଦ୍ଧା ପ୍ରତି ମହିଳାଙ୍କ ଆକାଉଣ୍ଟରେ ଜମା ହେବ ୩୦ ହଜାର ଟଙ୍କା:ତେଜସ୍ୱୀ

ପାଟନା: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ନଭେମ୍ବର ୬ତାରିଖରେ ହେବାକୁ ଯାଉଛି । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏହା ପୂର୍ବରୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେଜସ୍ୱୀ ବିହାରର ମା’ ଏବଂ ଭଉଣୀମାନଙ୍କୁ ୩୦,୦୦୦ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସେ ମହିଳା ମାନଙ୍କୁ ଗୋଟିଏ ବର୍ଷ ପାଇଁ ଏକକାଳୀନ ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । […]

Read More Text.
Modi5

ଦେଶର ସଂସ୍କୃତିକୁ ଅପମାନିତ କରୁଛନ୍ତି କଂଗ୍ରେସ ଓ ଆରଜେଡି:ମୋଦୀ

ପାଟନା: କଂଗ୍ରେସ ଓ ଆରଜେଡି ଦେଶର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରୁଥିବାବେଳେ ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସୋମବାର ବିହାରର ସହର୍ସାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଓ ଆରଜେଡି ‘ଛଟ ପର୍ବ’କୁ ଏକ ନାଟକ ବୋଲି କହି ସମାଲୋଚନା କରିଛନ୍ତି। ଅନ୍ୟପଟେ ସେମାନେ ବିଦେଶୀ ପର୍ବକୁ ଆପଣାଉଛନ୍ତି। କାରଣ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ନାତି ନାତୁଣୀଙ୍କ ସହିତ […]

Read More Text.
Air india

ଭୋପାଳରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ବିମାନ

ଭୋପାଳ: ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି । ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଭୋପାଳରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ସେହିଭଳି ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ବିମାନକୁ ମଙ୍ଗୋଲିଆ ଉଲାନବାତାରକୁ ଡାଇଭର୍ଟ କରାଯାଇଥିଲା । ଖବର ମୁତାବକ, ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬:୩୧ ସମୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର […]

Read More Text.
145

ସୁରକ୍ଷାକର୍ମୀଙ୍କ ଗୁଳିରେ ୟୁକେଏନ୍ଏର ୪ ଆତଙ୍କବାଦୀ ନିହତ

ଇମ୍ଫାଲ୍ : ମଣିପୁରରେ ଗାଁରେ ଲୁଚି ରହିଥିବା ୪ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି । ୪ଜଣ ଆତଙ୍କବାଦୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍ଏ) ର ସଦସ୍ୟ ଥିବା ସୂଚନା ମିଳିଛି । ୟୁକେଏନ୍ଏ ର ଆତଙ୍କବାଦୀ କିଛିଦିନ ପୂର୍ବରୁ ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା ଏବଂ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଭଳି ଘଟଣା ଘଟାଇଥିଲେ । ଆଜି ସକାଳେ ମଣିପୁରରେ ସୁରକ୍ଷା ବାହିନୀ ସହିତ ୟୁକେଏନ୍ଏ ର ଗୁଳି ବିନିମୟ ହୋଇଥିଲା । […]

Read More Text.
Pak sc 1068x601

ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ବିସ୍ଫୋରଣ, ୧୨ ଆହତ

ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟାଣ୍ଟିନରେ ଏକ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହେଉଥିଲା। ଏହି ସମୟରେ ସେଠାରେ ଲାଗିଥିବା ଏସି ମରାମତି ଚାଲିଥିବାବେଳେ ଗ୍ୟାସରେ ସ୍ଵତ୍ତଃ ଅଗ୍ନିସଂଯୋଗ ଘଟିବାରୁ ସିଲିଣ୍ଡରଟିରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ସୁପ୍ରିମକୋର୍ଟ କୋଠାକୁ ଦୋହଲାଇ ଦେଇଥିଲା। କାରଣ କ୍ୟାଣ୍ଟିନଟି ସୁପ୍ରିମକୋର୍ଟ ବେସମେଣ୍ଟ ଏରିଆରେ ଚାଲୁଥିଲା। ବିସ୍ଫୋରଣ ଯୋଗୁ ଏସି ମରାମତି କରୁଥିବା ବ୍ୟକ୍ତି […]

Read More Text.
Bilaspur

ବିଳାସପୁରରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର, ୧୦ ମୃତ

ବିଳାସପୁର : ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । ଦୁର୍ଘଟଣା ପରେ ରୁଟରେ ସମସ୍ତ […]

Read More Text.
Hinduja

ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ

ଲଣ୍ଡନ : ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ । ଲଣ୍ଡନର ଏକ ହସପିଟାଲରେ ତାଙ୍କ ମ୍ତ୍ୟୁ ହୋଇଥିବା ଜଣାପଡିଛି । ମ୍ତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିବା ଜଣାପଡିଛି । ଦୀର୍ଘ ଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୋପୀଚାନ୍ଦ ପି. ହିନ୍ଦୁଜା ବାଣିଜ୍ୟକ ଜଗତରେ ଜିପି ନାମରେ ବେଶ ଜଣାଶୁଣା ଥିଲେ । ବର୍ତ୍ତମାନ ଗୋପୀଚାନ୍ଦ ପି ହିନ୍ଦୁଜା, ହିନ୍ଦୁଜା ସମୂହ ଏବଂ ହିନ୍ଦୁଜା ଅଟୋମେଟିଭ ଲିମିଟେଡ, ୟୁକେର […]

Read More Text.