ମୁନିର ପାକିସ୍ତାନ ସୈନ୍ୟ ବାହିନୀରେ ହେବେ ପ୍ରଥମ ସିଡିଏଫ୍
ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା ଓ ଏ ସମ୍ପର୍କିତ ଅନ୍ୟାନ୍ୟ ନିୟମ ରହିଛି। ୨୭ତମ ସମ୍ବିଧାନ ସଂଶୋଧନ ଦ୍ବାରା ପାକିସ୍ତାନ ସୈନ୍ୟ ବାହିନୀରେ ସର୍ବୋଚ୍ଚ କ୍ଷମତାଧାରୀ ପଦ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍) ସୃଷ୍ଟି କରାଯିବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ […]
Read More Text.