ଇଣ୍ଡିଗୋର ୪ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ
ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ ଚାରି ଜଣ ପ୍ରମୁଖ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି । ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ଦେଶବ୍ୟାପୀ ବଡ଼ ଧରଣର ବାଧା ଦେଖା ଯାଇଥିଲା । ଅନେକ ଯାତ୍ରୀ ଏଥିପାଇଁ ହଇରାଣ ହୋଇଥିଲେ । ଘଟଣାର ତଦନ୍ତ କରି ଡିଜିସିଏ ୪ ଜଣଙ୍କୁ ବହିଷ୍କାର କରିଛି । ଡିଜିସିଏ ର ଅଫିସ୍ ଅର୍ଡର ଅନୁଯାୟୀ ବରିଷ୍ଠ କର୍ମଚାରୀ ରିଶ ରାଜ ଚାଟାର୍ଜୀ, ସୀମା ଝାମନାନି, ଅନିଲ କୁମାର ପୋଖରିଆଲ […]
Read More Text.