ଘନ କୁହୁଡ଼ି : ଦିଲ୍ଲୀରେ ୧୦୦ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ । କୁହୁଡ଼ି ଯୋଗୁଁ ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରରେ ଚାଲୁଛି । ସେହିପରି ଭାବେ ଦିଲ୍ଲୀ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ ୧୭ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ହେବା ଫଳରେ ଗାଡ଼ି ଚଳାଚଳରେ […]
Read More Text.