କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଅଞ୍ଚଳରେ ପୁଣି ଅଗ୍ନିକାଣ୍ଡ ଘଟିଛି। ସମୟ ଥାଉଥାଉ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରି ନେଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା। ପୁଲିସ ଅଧିକାରୀ ଅଗ୍ନିକାଣ୍ଡ ଘଟଣା ସମ୍ପର୍କର କହିଛନ୍ତି,‘ ଯେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି ଜୀବନହାନି ହୋଇନାହିଁ। ଆର୍ଥିକ କ୍ଷତିର ଆକଳନ କରାଯାଉଛି। ଅଗ୍ନିକାଣ୍ଡର କାରଣ କ’ଣ ତାହା ଅଗ୍ନିଶମ ବାହିନୀର ବିଶେଷଜ୍ଞ ଦଳ ଜାଣିବାକୁ […]

Read More Text.

ଆପ୍‌ ‘ଅପରେସନ୍ ଲୋଟସ୍’ ଅଭିଯୋଗ ଆଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ, ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକିଥିଲେ ଆପ୍‌ର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକି ବୈଠକରେ ବିଜେପିର ‘ଅପରେସନ୍ ଲୋଟସ୍’ ପ୍ରତି ସତର୍କ ରହିବାକୁ କହିଛି। ଏହାରି ମଧ୍ୟ‌ରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ […]

Read More Text.

ପଣ୍ଡ ହେଲା ପାକ୍‌ର ଉଦ୍ୟମ: ୭ ଜଣ ଅନୁପ୍ରବେଶକାରୀ ନିହତ

ଜମ୍ମୁ-କଶ୍ମୀର: ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତୀୟ ସେନା ଏଲଓସିରେ ଥିବା ପୋଷ୍ଟରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଆକ୍ରମଣକୁ ବିଫଳ କରିଛି ବୋଲି ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଫେବ୍ରୁଆରି ୪-୫ ରାତିରେ ସୀମା ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀୟ ସେନା ସେମାନଙ୍କୁ ଅଟକାଇବା ସହ ୭ ଜଣଙ୍କୁ ନିପାତ କରିଛି। ସେମାନଙ୍କ ମଧ୍ୟରେ ୨-୩ ଜଣ ପାକିସ୍ତାନୀ ସେନା କର୍ମଚାରୀ ଥିଲେ ବୋଲି ଅନୁମାନ କରାଯାଉଛି। […]

Read More Text.

ମସାଜ୍ ଏବଂ ସ୍ପା କମ୍ପାନୀଗୁଡ଼ିକ ଏକଜିଟ୍ ପୋଲ କରୁଛନ୍ତି: ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଅଧିକାଂଶ ଏକଜିଟ୍ ପୋଲରେ, ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତଥାପି, ଏକଜିଟ୍ ପୋଲର ଫଳାଫଳ ଉପରେ ଅଧିକ ବିଶ୍ୱାସ କରାଯାଇପାରିବ ନାହିଁ କାରଣ ଅନେକ ସମୟରେ ସେମାନଙ୍କ ସଂଖ୍ୟାରେ ପାର୍ଥକ୍ୟ ଦେଖାଯାଇଥିଲା। ୨୦୨୫ ଫେବୃଆରୀ ୮ ତାରିଖରେ ପ୍ରକୃତ ଫଳାଫଳ ଆସିବା ପରେ, ଦିଲ୍ଲୀରେ କେଉଁ ଦଳ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ, ଏକଜିଟ୍ […]

Read More Text.

ଫଳାଫଳ ପୂର୍ବରୁ ପରାଜୟ ସ୍ୱୀକାର କଲେ କି ସନ୍ଦୀପ ଦୀକ୍ଷିତ!

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଗତକାଲି ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ଫେବ୍ରୁଆରି ୮ତାରିଖରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ମତଦାନ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ଏକ୍‌ଜିଟ୍‌‌ ପୋଲ୍ (ବୁଥ୍‌ ବାହୁଡ଼ା ମତ) ପ୍ରକାଶ ପାଇଥିଲା । ୨୭ ବର୍ଷ ପରେ ବିଜେପି ପୁଣି ଥରେ କ୍ଷମତାକୁ […]

Read More Text.

ଆଶାରାମ ବାପୁଙ୍କ ଡକ୍ୟୁମେଣ୍ଟାରୀକୁ ନେଇ ଡିସ୍କଭରୀକୁ ଧମକ, ସୁପ୍ରିମକୋର୍ଟ ଦେଲେ ସୁରକ୍ଷା ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୨: ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ସିରିଜ ‘କଲ୍ଟ ଅଫ ଫିୟର: ଆଶାରାମ ବାପୁ’ଙ୍କ ସମ୍ପର୍କରେ ଡିସ୍କଭରି କମ୍ୟୁନିକେସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆବେଦନରେ କୁହାଯାଇଛି ଯେ ଜାନୁଆରୀ ୨୯ରେ ଏହି ଡକ୍ୟୁମେଣ୍ଟାରୀ ସିରିଜ ମୁକ୍ତିଲାଭ କରିବା ପରଠାରୁ, ଡିସ୍କଭରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିରନ୍ତର ଧମକ ମିଳୁଛି। କିଛି ସ୍ଥାନରେ ଆଶାରାମ ବାପୁଙ୍କ ସମର୍ଥକଙ୍କ ଭିଡ଼ ତାଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ […]

Read More Text.

ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୬।୨: ରାଜ୍ୟ ସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୁରୁବାର ଆଲୋଚନାର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ଭାଷଣରେ କହିଥିଲେ, ଶାସକ ଏବଂ ବିରୋଧୀ ଉଭୟ ପକ୍ଷ ପକ୍ଷରୁ ଆଲୋଚନା ହୋଇଥିଲା। ଏହା ପରେ ସେ କହିଲେ, ‘ସବକା ବିକାଶ, ସବକା ସାଥ’ ବିଷୟରେ ଏଠାରେ ବହୁତ କିଛି କୁହାଯାଇଥିଲା, ଏହା ଆମ ସମସ୍ତଙ୍କର ଦାୟିତ୍ୱ, ସେଥିପାଇଁ ଦେଶ ଆମକୁ ଏଠାରେ ବସିବାର ସୁଯୋଗ ଦେଇଛି। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ […]

Read More Text.

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଉପରେ ପୁଣି ଭାରତକୁ ଧମକ ଦେଲେ ୟୁନୁସ୍‌

ଢାକା,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନା ଏବଂ ଅନ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରୁଛି। ଗୃହ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଗତ ବର୍ଷ ଅଗଷ୍ଟ ୫ରେ ଛାତ୍ରମାନଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ ମଧ୍ୟରେ ହାସିନା (୭୭)ବାଂଲାଦେଶରୁ ଭାରତ ଚାଲି ଆସିଥିଲେ। ଏହି ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ତାଙ୍କ ଦଳ ଆୱାମୀ ଲିଗର ୧୬ ବର୍ଷର […]

Read More Text.

ଫେବୃଆରୀ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି କେନ୍ଦ୍ର ସରକାର ଫେବୃଆରୀ ଶେଷ ସୁଦ୍ଧା ଜାରି କରିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ବିହାର ଗସ୍ତରେ ଯାଇ କୃଷି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବେ ଏବଂ ତା’ପରେ ସେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ବଣ୍ଟନ କରିପାରନ୍ତି। ପ୍ରଧାନମନ୍ତ୍ରୀ […]

Read More Text.

ନୂଆ ଚିଠା ୟୁଜିସି ନିୟମାବଳୀ ହେଉଛି ଆରଏସଏସର ଏଜେଣ୍ଡା : ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଡ୍ରାଫ୍ଟ ନିୟମକୁ ସମାଲୋଚନା କରି କହିଛନ୍ତି ଯେ ଆମେ ସମସ୍ତ ରାଜ୍ୟର ପରମ୍ପରା, ଭାଷା, ସଂସ୍କୃତି ଏବଂ ଇତିହାସକୁ ସମ୍ମାନ ଦେବା ଉଚିତ। କିନ୍ତୁ କେନ୍ଦ୍ର ସରକାର ଗୋଟିଏ ଇତିହାସ, ଗୋଟିଏ ପରମ୍ପରା ଏବଂ ଗୋଟିଏ ଭାଷା ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି, ତାମିଲ ଲୋକମାନଙ୍କର ନିଜସ୍ୱ ଭାଷା, ଇତିହାସ ଏବଂ […]

Read More Text.