ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର
ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି, ଆତଙ୍କବାଦୀ ସଂଗଠନର ନେତୃତ୍ୱ ଦେଶ ଭିତରେ ଏହାର ସମର୍ଥକମାନଙ୍କ ମାଧ୍ୟମରେ “ଏକକ ଅଭିନେତା” ଆକ୍ରମଣକୁ ଉସୁକାଇବାକୁ ଚେଷ୍ଟା କରିଥିଲା। ISIL (ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ୍ ଦି ଲେଭାଣ୍ଟ), ଅଲ୍-କାଏଦା ଏବଂ ସେମାନଙ୍କର ସହଯୋଗୀ […]
Read More Text.