ଏନଡିଏ ବୈଠକରେ ମୋଦିଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ଭିତରେ ଯେଉଁଠି ନିର୍ବାଚନ ହେବ ସେଠି ଜିତିବୁ
ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରେ ଗୁରୁବାର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ଉତ୍ସବ ପରେ, ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଗାମୀ ୨ ବର୍ଷ ମଧ୍ୟରେ, ଯେଉଁଠାରେ ନିର୍ବାଚନ ହେବ, NDA ବିରୋଧୀଙ୍କୁ […]
Read More Text.