ଇସିଆଇ ପକ୍ଷରୁ ନିର୍ବାଚନ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିମ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଲାଗି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ତୃଣମୂଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପଶ୍ଚିମବଙ୍ଗର ୨୧୭ ବୁଥସ୍ତରୀୟ ଅଧିକାରୀ, ୨ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୨ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କୁ ଦୁଇ ଦିନିଆ ତାଲିମ ପ୍ରଦାନ କରାଯାଉଛି। ସେହିପରି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (ଆଇଆଇଆଇଡିଇଏମ)ରେ ବିଭିନ୍ନ ଗଣମାଧ୍ୟମର ନୋଡାଲ ଅଧିକାରୀ […]

Read More Text.

ମମତା ସରକାରଙ୍କୁ ହଟାଇବାକୁ ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ ୯ ପ୍ରତିଶତ ହିନ୍ଦୁଙ୍କୁ ବାହାରକୁ ଆସି ଭୋଟ ଦେବାକୁ ପଡିବ। ସେ କୁହନ୍ତି ଯେ ଏମାନେ ସେହି ଭୋଟର ଯେଉଁମାନେ ଭୋଟ ଦେବାକୁ ଆସନ୍ତି ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ ସମସ୍ତ ସନାତନୀଙ୍କୁ ଏକାଠି ହେବାକୁ ପଡିବ। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହିତ କଥାବାର୍ତ୍ତା ସମୟରେ […]

Read More Text.

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ,୧୦।୪ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ NIA କାର୍ଯ୍ୟାଳୟକୁ ନିଆଯିବ। ପାଲମ ବିମାନବନ୍ଦର ବାହାରେ ପୋଲିସ ବ୍ୟାରିକେଡ ଲଗାଇଛି। ସୂତ୍ର ଅନୁଯାୟୀ, ବିମାନରେ ଉପସ୍ଥିତ ଅଧିକାରୀଙ୍କ ଫୋନ ବନ୍ଦ ଥିଲା। ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନ ବିମାନବନ୍ଦରରେ ପହଞ୍ଚିଛି। ଭାରତରେ ପହଞ୍ଚିବା ମାତ୍ରେ ଏନଆଇଏ ତାହାକୁ ଗିରଫ କରିଛି। ତାଙ୍କ […]

Read More Text.

ତାହାୱର ହୁସେନ ରାଣା ଭାରତ ପ୍ରତ୍ୟର୍ପିତ, ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାୱର ହୁସେନ ରାଣା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦରରେ ରାଣା ପହଞ୍ଚିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ ଗିରଫ କରିଛି। ଗିରଫ ପରେ ତାକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଦାଲତରେ ହାଜର କରାଯାଇଛି। ରାଣାର ପ୍ରତ୍ୟର୍ପଣ ପାଇଁ ପଟିଆଲା ହାଉସ୍‌ କୋର୍ଟ, ଏନଆଇଏ ମୁଖ୍ୟ କାର‌୍ୟ୍ୟାଳୟ ସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ […]

Read More Text.

ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି, ଏକାଠି ଲଢ଼ିବେ ତାମିଲନାଡୁ ବିଧାନସଭା ନିର୍ବାଚନ

ତାମିଲନାଡୁରେ ଶାସକ ଡିଏମକେକୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି। ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି। ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଛି। ତାମିଲନାଡୁର ଏମ.କେ. ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଜେପିକୁ ଘେରିବା ସହ ଅକଳରେ ପକାଉଛନ୍ତି। […]

Read More Text.

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ: ୬ ଦଳ ଖେଳିବେ

ନୂଆଦିଲ୍ଲୀ: ତିନି ବର୍ଷ ପରେ ହେବାକୁଥିବା ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବାକୁ ଯାଉଛି। ଏବେ କିଛି ନୂତନ ନିୟମ ମଧ୍ୟ ଆସିଛି। କେବଳ ୬ଟି ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ୧୨୮ ବର୍ଷ ପରେ ଏଥିରେ କ୍ରିକେଟ୍ ପୁନରାଗମନ କରିବାକୁ ଯାଉଛି। କ୍ରିକେଟ ଖେଳ ଶେଷ ଥର ପାଇଁ ୧୯୦୦ ମସିହାରେ ଅଲିମ୍ପିକ୍ସରେ ସାମିଲ ହୋଇଥିଲା। ୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ ନିଶ୍ଚିତ […]

Read More Text.

ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଲା ପାକିସ୍ତାନ

ଇସଲାମାବାଦ: ମୁମ୍ବାଇରେ ୨୬ ନଭେମ୍ବର (୨୬/୧୧) ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଖବର ଶୁଣି ପାକିସ୍ତାନ ଚିନ୍ତିତ ହୋଇଯାଇଛି । ପାକିସ୍ତାନ ତହବୁର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ପାକିସ୍ତାନରେ ଜନ୍ମିତ ତହବୁର ହୁସେନ ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରଥମ ପ୍ରତିକ୍ରିୟାରେ ମଧ୍ୟ ଏହି ଭୟ ପ୍ରତିଫଳିତ ହୋଇଥିଲା। ରାଣାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ […]

Read More Text.

କ୍ରୋଧିତ ଟ୍ରମ୍ପ୍ : ଚୀନ ଉପରେ ଲଗାଇଲେ ୧୨୫% ଟାରିଫ୍

ନୂଆଦିଲ୍ଲୀ: ଉଗ୍ର ହେଉଛି ଆମେରିକା-ଚୀନ ଟାରିଫ ୱାର । ସୀମା ଡେଇଁଲା ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ । ଯେସା କୁ ତେସା ନୀତି ଆପଣାଉଥିବା ଚୀନ ଏବଂ ଆମେରିକା କେହି କାହାକୁ ନଛୋଡବନ୍ଧା । ଜଣେ ଟାରିଫ ବଢାଇ ଦେଲେ ଆଉ ଜଣେ ଡବଲ ଟାରିଫ ବଢାଇ ଦେଉଥିବା ଦେଖିବାକୁ ମିଳୁଛି । ତେବେ ଚୀନ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ ଘୋଷଣା ପରେ ରାଗିଗଲେ ଟ୍ରମ୍ପ ଆଉ ପାଲଟା ଭାବେ […]

Read More Text.

ମୋ ପୁଅ ଆତଙ୍କବାଦୀଙ୍କ ଶିକାର ନଥିଲା: ୨୬/୧୧ ଆକ୍ରମଣରେ ସହିଦ୍ ସନ୍ଦୀପଙ୍କ ବାପା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ମଧ୍ୟରେ କେରଳର ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍ ମଧ୍ୟ ଥିଲେ। ଦେଶକୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀଙ୍କ ସହ ଲଢ଼ି ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୮ ନଭେମ୍ବରରେ ତାଜ ହୋଟେଲରେ ଆତଙ୍କବାଦୀଙ୍କ ସହ ଲଢ଼ିବା ସମୟରେ ସନ୍ଦୀପ ସହିଦ ହୋଇଥିଲେ। ଆଜି ମଧ୍ୟ ଲୋକମାନେ ତାଙ୍କ ସାହସିକତାର ଉଦାହରଣ ଦିଅନ୍ତି। ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଆମେରିକାରୁ ଭାରତ ଅଣାଯିବା ପରେ, […]

Read More Text.

ଚୀନ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା, ବାଂଲାଦେଶକୁ ଉଚିତ ଶିକ୍ଷା ଦେଲା ଭାରତ

ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲ୍ୟାଣ୍ଡଲକ୍‌ଡ ବା ଭୂମି ଦ୍ଵାରା ଆବଦ୍ଧ କ୍ଷେତ୍ର ବୋଲି କହି ସମାଲୋଚନା କରିବା ସହିତ ଚୀନକୁ ନିଜ ଦେଶରେ ବ୍ୟାବସାୟିକ ବିସ୍ତାର କରିବା ଲାଗି ଆମନ୍ତ୍ରଣ କରିଥିଲେ। ବାଂଲାଦେଶର ଏଭଳି ପଦକ୍ଷେପ ବିରୋଧରେ […]

Read More Text.