ପାକିସ୍ତାନର ପ୍ରତିଛବି ସୁଧାରିବାକୁ ଚେଷ୍ଟା କରୁଥିଲେ ଜ୍ୟୋତି
ନୂଆଦିଲ୍ଲୀ: ହରିୟାଣାର ହିସାରର ବାସିନ୍ଦା ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଅପରେସନ ସିନ୍ଦୂର ପରେ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଜ୍ୟୋତି ପାକିସ୍ତାନର ଲୋକପ୍ରିୟ ୟୁଟ୍ୟୁବର ଜୀଶାନ ହୁସେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ସେମାନେ ଏକାଠି ପାକିସ୍ତାନର ଏକ ସକାରାତ୍ମକ ପ୍ରତିଛବି ଦେଖାଇବା ପାଇଁ ୟୁଟ୍ୟୁବରେ ଭିଡିଓ ତିଆରି କରୁଥିଲେ। ଲାହୋରର ବାସିନ୍ଦା ଜୀଶାନ ହୁସେନ ଜଣେ ଲୋକପ୍ରିୟ ପାକିସ୍ତାନୀ ୟୁଟ୍ୟୁବର। ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ମାମଲା ବିଶ୍ୱ […]
Read More Text.