ସୀମା ଟପିଛି ଇଡ଼ି : ତାମିଲନାଡୁ ମଦ ଦୁର୍ନୀତି ତଦନ୍ତକୁ ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସୁପ୍ରିମକୋର୍ଟ ତାମିଲନାଡୁର ରାଜ୍ୟ ପରିଚାଳିତ ମଦ ସଂସ୍ଥା ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ (ଟାସମାକ) ସହ ଜଡ଼ିତ ଅଭିଯୁକ୍ତ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ତଦନ୍ତ ଓ ଚଢ଼ାଉ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। ପ୍ରଧାନ ବିଚାରପତି ବି.ଆର. ଗଭାଇ ଏବଂ ବିଚାରପତି ଏ.ଜି. ମାସିହଙ୍କ ଖଣ୍ଡପୀଠ ଇଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏହି ସଂସ୍ଥା “ସମସ୍ତ ସୀମା ଲଙ୍ଘନ କରୁଛି” ଏବଂ ଦେଶର ସମ୍ବିଧାନରେ ଥିବା ଫେଡେରାଲ ଗଠନକୁ […]

Read More Text.
947900 satyapal 150x150

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ସିବିଆଇ

ଜମ୍ମୁ-କଶ୍ମୀର,(୨୨।୫): କିରୁ ହାଇଡ୍ରୋ ପ୍ରୋଜେକ୍ଟ ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାଁରେ ଗୁରୁବାର ସିବିଆଇ ଚାର୍ଜସିଟ ଦାଖଲ କରିଛି। ଏପରିକି ସିବିଆଇ ସତ୍ୟପାଲଙ୍କ ୨ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟ ୪ ଜଣଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି। କିରୁ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ୨,୨୦୦ କୋଟି ଟଙ୍କାର ସିଭିଲ କାର୍ଯ୍ୟ ଚୁକ୍ତିନାମାରେ ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ଏବଂ […]

Read More Text.
Salman 750x430

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଦୁଇ ଦିନରେ ଘରେ ପଶିଲେଣି ୨ ଅଜଣା ବ୍ୟକ୍ତି

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପରଦିନ ଅର୍ଥାତ୍ ମେ’ ୨୧ ତାରିଖ ରାତିରେ ଜଣେ ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ […]

Read More Text.
Zzzzzzzz

ପହଲଗାଓଁ ଆକ୍ରମଣକୁ ପୁରିଲା ମାସେ, କୁଆଡେ ଗଲେ ୩ଆତଙ୍କୀ

ନୂଆଦିଲ୍ଲୀ :  ଦିନ ଥିଲା ଏପ୍ରିଲ ୨୨ । ପହଲଗାଓଁର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍‍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ ରକ୍ତ ରଞ୍ଜିତ ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ପର୍ଯ୍ୟଯକଙ୍କୁ ଧର୍ମ ପଚାରି ଅଚାନକ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଫଳରେ ୨୮ଜଣ […]

Read More Text.
Zzzzzzzzz

ହାର୍ଟ ଲ୍ୟାମ୍ପ ପୁସ୍ତକ ପାଇଁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ପାଇଲେ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର

ବେଙ୍ଗାଲୁରୁ : ଭାରତୀୟ ଲେଖକ, ଓକିଲ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ର ଗଳ୍ପ ସଂଗ୍ରହ ‘ହାର୍ଟ ଲ୍ୟାମ୍ପ’ ପାଇଁ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ଜିତିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ କନ୍ନଡ ଭାଷାରେ ଲିଖିତ ଏହା ହେଉଛି ପ୍ରଥମ ପୁସ୍ତକ। ‘ହାର୍ଟ ଲ୍ୟାମ୍ପ’ର କାହାଣୀଗୁଡ଼ିକୁ ଦୀପା ଭସ୍ତି ଇଂରାଜୀରେ ଅନୁବାଦ କରିଛନ୍ତି। ୧୯୯୦ରୁ ୨୦୨୩ ମଧ୍ୟରେ ଲିଖିତ ୧୨ଟି କ୍ଷୁଦ୍ର କାହାଣୀକୁ ନେଇ ମୁସ୍ତାକଙ୍କ ପୁସ୍ତକ ହାର୍ଟ ଲ୍ୟାମ୍ପରେ, ଦକ୍ଷିଣ ଭାରତରେ ମୁସଲମାନ […]

Read More Text.
Rs

ଇଡ଼ିର ବୟାନ ବୃଦ୍ଧି କଲା ରାହୁଲ ଓ ସୋନିଆଙ୍କ ସମସ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାର ଶୁଣାଣି ଚାଲିଛି। କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପାଇଁ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି। ବୁଧବାର ଦିନ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେଙ୍କ ସମ୍ମୁଖରେ ଇଡି କହିଛି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ହୋଇଛି । […]

Read More Text.
Ham

ଆତତାୟୀ ଗୁଳିରେ ଲଶ୍କର ସହପ୍ରତିଷ୍ଠାତା ଆମିର ହାମଜା ଗୁୁରୁତର

ପାକିସ୍ତାନର ଲାହୋରରେ ଆତତାୟୀଙ୍କ ଗୁଳିରେ ଲଶ୍କର-ଏ-ତୋଇବା(ଏଲଇଟି) ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ଆମିର ହାମଜା ଗୁରୁତର ଆହତ ହୋଇଛି। ଅଜଣା ଆତତାୟୀ ଆମିରକୁ ଗୁଳି କରିଛନ୍ତି। ଦୁଇଦିନ ତଳେ ଲଶ୍କରର ଅନ୍ୟ ଜଣେ ଟପ୍ ଆତଙ୍କୀ ସୈଫୁଲ୍ଲା ଖଲିଦ ମଧ୍ୟ ଆତତାୟୀ ଗୁଳିରେ ନହିତ ହୋଇଥିଲା। ଦୁଇ ଦିନ ମଧ୍ୟରେ ଦୁଇ ଟପ୍‌ ଆତଙ୍କୀଙ୍କୁ ଆତତାୟୀ ଗୁଳି କରିବା ପରେ ଅନ୍ୟ ଆତଙ୍କୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆମିର ହାମଜା ଲଶ୍କର ଆତଙ୍କୀ ହାଫିଜ ସୟିଦର […]

Read More Text.
Rew

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ସିପିଇସି, ତ୍ରିପାକ୍ଷିକ ଆଲୋଚନା କଲା ଚୀନ

ଚୀନ ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି) ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ। ଏଥିପାଇଁ ଆଫଗାନିସ୍ତାନ ସହମତି ଜଣାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଦାର, ଚୀନ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟି ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଇଶାକ ଦାର ୩ ଦିନିଆ ବେଜିଂ ଗସ୍ତରେ ଅଛନ୍ତି। ଅପରେସନ ‘ସିନ୍ଦୂର’ […]

Read More Text.
Z

ଆସିବ ନୂଆ ୨୦ ଟଙ୍କିଆ ନୋଟ୍

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ନୋଟଗୁଡ଼ିକ ବୈଧ ରହିବ । ଆରବିଆଇ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ ଅନ୍ତର୍ଗତ ଆରବିଆଇ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି କରିବ । ଏହି ନୋଟଗୁଡ଼ିକରେ କେବଳ ଗୋଟିଏ ପରିବର୍ତ୍ତନ ରହିବ ଏବଂ ତାହା ହେଉଛି […]

Read More Text.
Hq720

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୪ ହଜାର ଶିଶୁ ମୃତ୍ୟୁବରଣ କରିବେ!

ନ୍ୟୁୟର୍କ: ଇସ୍ରାଏଲୀ ସେନା ଗାଜାରେ ଏକ ନୂତନ ବଡ଼ ଧରଣର ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଚେତାବନୀ ଦେଇଛି ଯେ, ଯଦି ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅଧିକ ସହାୟତା ପହଞ୍ଚା ନ ଯାଏ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୧୪,୦୦୦ ଶିଶୁଙ୍କ ମୃତ୍ୟୁ ହୋଇପାରେ। ୧୧ ସପ୍ତାହର ସମ୍ପୂର୍ଣ୍ଣ ଅବରୋଧ ପରେ ଇସ୍ରାଏଲ ଏବେ ପାଲେଷ୍ଟାଇନୀ ଅଞ୍ଚଳକୁ କେବଳ ସୀମିତ ପରିମାଣର ସହାୟତା ପଠାଇବାକୁ ଅନୁମତି ଦେଇଛି। […]

Read More Text.